Below header
Browsing Tag

umerkot bear

ଉମରକୋଟ: ଶାଳଗଛ ଉପରକୁ ଚଢି ଯାଇଛି ଭାଲୁ, ଭୟଭୀତ ଗ୍ରାମବାସୀ

ଉମରକୋଟ(କେନ୍ୟୁଜ୍): ଗଛ ଉପରେ ଭାଲୁ । ଭୟଭୀତ ଗ୍ରାମବାସୀ । ନବରଙ୍ଗପୁର ଜିଲ୍ଲା ଉମରକୋଟ ବ୍ଲକ କୁର୍ସି ପଞ୍ଚାୟତର ଜୁନାପାଣି ଗାଁରେ ଥିବା ଶାଳଗଛ ଉପରକୁ ଚଢି ଯାଇଛି ଭାଲୁ । ଖାଦ୍ୟ ଅନେ୍ଵଷଣରେ ଭାଲୁଟି ଗାଁ ଭିତରକୁ ଚାଲି ଆସିଥିବା ସ୍ଥାନୀୟ ବାସିନ୍ଦା କହିଛନ୍ତି । ସକାଳ ହେବା ପରେ…

ଦୁଇ ଦିନ ହେଲା ଗଛ ଉପରେ ଭାଲୁ, ତଳକୁ ଆଣିବାକୁ ନାକେଦମ୍‌ ବନବିଭାଗ

ଉମରକୋଟ(କେନ୍ଯୁଜ୍): ୨ ଦିନ ହେଲା ଗଛ ଉପରେ ଭାଲୁ। ତଳକୁ ଆଣିବାକୁ ନାକେଦମ୍‌ ବନବିଭାଗ। ନବରଙ୍ଗପୁର ଜିଲ୍ଲା ଉମରକୋଟ ବ୍ଲକ ସୁନାବେଡା ପଞ୍ଚାୟତ ନାୟକଗୁଡ଼ା ୟୁଭି ୧୧ ବଙ୍ଗୀୟ ଗାଁରେ ଏକ ନିମ୍ବ ଗଛ ଉପରେ ଭାଲୁଟି ବସି ରହିଛି। ତାକୁ କାବୁ କରିବା ପାଇଁ ସ୍ଥାନୀୟ ଅଧିକାରୀଙ୍କ ସବୁ କୌଶଳ ଫେଲ୍‌…