ଉମରକୋଟ: ଶାଳଗଛ ଉପରକୁ ଚଢି ଯାଇଛି ଭାଲୁ, ଭୟଭୀତ ଗ୍ରାମବାସୀ

ଉମରକୋଟ(କେନ୍ୟୁଜ୍): ଗଛ ଉପରେ ଭାଲୁ । ଭୟଭୀତ ଗ୍ରାମବାସୀ । ନବରଙ୍ଗପୁର ଜିଲ୍ଲା ଉମରକୋଟ ବ୍ଲକ କୁର୍ସି ପଞ୍ଚାୟତର ଜୁନାପାଣି ଗାଁରେ ଥିବା ଶାଳଗଛ ଉପରକୁ ଚଢି ଯାଇଛି ଭାଲୁ । ଖାଦ୍ୟ ଅନେ୍ଵଷଣରେ ଭାଲୁଟି ଗାଁ ଭିତରକୁ ଚାଲି ଆସିଥିବା ସ୍ଥାନୀୟ ବାସିନ୍ଦା କହିଛନ୍ତି । ସକାଳ ହେବା ପରେ ଲୋକଙ୍କୁ ଦେଖି ଭାଲୁଟି ଗଛ ଉପରକୁ ଚଢି ଯାଇଛି । ଉମରକୋଟ ବନ ବିଭାଗକୁ ଖବର ଦିଆଯାଇଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.