Browsing Tag

undertrials absconded

ସୋର ସବ ଜେଲରୁ ଜଣେ ବିଚାରଧୀନ କଏଦୀ ଫେରାର

ସୋର(କେନ୍ୟୁଜ) :  ସୋର ସବ ଜେଲରୁ ଜଣେ ବିଚାରଧୀନ କଏଦୀ ଫେରାର l ଭଦ୍ରକ ଜିଲ୍ଲା ବିଦେଇପୁର ସତ୍ୟଜିତ ମଲ୍ଲିକ ଗତ କିଛିଦିନ ଧରି ଭଦ୍ରକ ଜେଲରୁ ସୋର ଜେଲକୁ ଆସିଥିଲା l ଅଭିଯୁକ୍ତ ସତ୍ୟଜିତ ଗତକାଲି ସୋର ସବ ଜେଲରୁ ପାଚେରୀ ଡେଇ ଫେରାର ହୋଇ ଯାଇଛି l ସବ ଜେଲ କର୍ମଚାରୀ ଗତ ରାତି ସାରା…