ଏକାଥରେ ୧୮୦୦ କର୍ମଚାରୀଙ୍କୁ ଛଟେଇ କଲା Microsoft, ପୂର୍ବରୁ Google ଯୋଗୁ ବେରୋଜଗାର ହୋଇଥିଲେ ଲୋକେ
୧୮୦୦ କର୍ମଚାରୀଙ୍କୁ ଛଟେଇ କଲା ଅଗ୍ରଣୀ ଆଇଟି କମ୍ପାନୀ ମାଇକ୍ରୋସଫ୍ଟ। ସାରା ବିଶ୍ୱର ବିଭିନ୍ନ କ୍ଷେତ୍ରରୁ ଏହି ଛଟେଇ କରାଯାଇଛି। କମ୍ପାନୀ ଏ ନେଇ କହିଛି ଯେ ସେମାନେ କିଛି କର୍ମଚାରୀଙ୍କୁ କମ୍ କରିଛନ୍ତି। କାରଣ ୩୦ ଜୁନ୍ରେ ଆର୍ଥିକ ବର୍ଷର ସମାପ୍ତି ପରେ ସେମାନେ ନିଜ ବିଜ୍ନେସ୍…