Browsing Tag

uniform of Indian army

ବଦଳିପାରେ ଭାରତୀୟ ସେନାର ପୋଷାକ

ନୂଆଦିଲ୍ଲୀ: ବଦଳିପାରେ ଭାରତୀୟ ସେନାର ପୋଷାକ । କିପରି ଯବାନଙ୍କ ପୋଷାକ ଅଧିକ ଆରାମଦାୟକ ହେବ ସେନେଇ ଆରମ୍ଭ ହୋଇଯାଇଛି ପ୍ରୟାସ। ଏଥିପାଇଁ ସେନା ମୁଖ୍ୟାଳୟ ପକ୍ଷରୁ ସେନାର ଅଧିକାରୀମାନଙ୍କୁ ପରାମର୍ଶ ମଗାଯାଇଛି । ସୂଚନା ମୁତାବକ, ସେନା ମୁଖ୍ୟାଳୟ ପାଖାପାଖି ୧୧ଟି ନିର୍ଦ୍ଦେଶାଳୟକୁ ଏ…