Browsing Tag

unique doll

ଲୋମ ଟାଙ୍କୁରି ଉଠିବ ଶୁଣିଲେ ଏହି କଣ୍ଢେଇର କାହାଣୀ, ଯିଏ ରାତିରେ ହଲାଉଛି ଆଖି ଏବଂ ପାଟି

କଣ୍ଢେଇ ତ ଆପଣମାନେ ଅନେକ ଦେଖିଥିବେ। ଘରେ ରଖି ମଧ୍ୟ ଖେଳିଥିବେ। କିନ୍ତୁ ଆମେ ଏପରି ଏକ କଣ୍ଢେଇ ବିଷୟରେ ଜଣାଇବୁ, ଆପଣ ଯେତେ କଣ୍ଢେଇକୁ ଭଲ ପାଉଥିଲେ ମଧ୍ୟ ଏହାକୁ ଘରେ ବିଲକୁଲ ରଖିବାକୁ ପସନ୍ଦ କରିବେ ନାହିଁ। ଦ୍ୱିତୀୟ ବିଶ୍ୱଯୁଦ୍ଧ ସମୟରେ ମିଳିଥିବା ଏହି କଣ୍ଢେଇର ହରକତ ଦେଖି ଆପଣମାନେ…