Browsing Tag

unique monkey

ଅଜବ ଘଟଣା : ବୃଦ୍ଧାଙ୍କ ମୃତ୍ୟୁ ପରେ କାହିଁକି ମାଙ୍କଡ଼ଟି ନଖାଇ ନପିଇ ବସି ରହିଲା ?

ବେଳେ ବେଳେ ଏ ଦୁନିଆରେ ଅନେକ ଅଜବ କଥା ଘଟେ । ତା ଭିତରୁ ଇଏ ଗୋଟିଏ । ଏଇ ଫଟୋରେ ଥିବା ମାଙ୍କଡ଼ଟି ବିଷୟରେ ଛୋଟିଆ କଥାଟିଏ । ଯାଜପୁର ଆଙ୍କୁଲା ଅଞ୍ଚଳର ଘଟଣା । ସେଠାକାର ଜଣେ ବୟୋବୃଦ୍ଧ ମହିଳାଙ୍କର ପରଲୋକ ହୋଇଗଲା । ତାଙ୍କର ଚତୁର୍ଥ ଦିନରେ ଅଚାନକ ଏହି ମାଙ୍କଡ଼ଟି ଦେଖା ଦେଲା ଠିକ୍‌ ଗର…