ଏମିତି ଜଣେ କଳାକାର ପୃଥିବୀରେ କେଉଁଠି ବି ଦେଖି ନଥିବେ
ଭୁବନେଶ୍ୱର (ରାଜା, କେନ୍ୟୁଜ୍) : ମଣିଷକୁ ଜନ୍ମ ଦିଅନ୍ତି ଭଗବାନ । ହେଲେ ନିଜ କର୍ମ ଅନୁସାରେ ପରିଚୟ ପାଏ ମଣିଷ । ତେବେ ସେହି ମଣିଷ ଠାରେ ଥାଏ କିଛି ସାମର୍ଥ୍ୟ ଓ ଦୁର୍ବଳତା । ଯିଏ ନିଜ ସାମର୍ଥ୍ୟକୁ ଆଗକୁ ବଢ଼ାଇ ପାରେ ସିଏ ହୁଏ ସଫଳ ମଣିଷ । ହେଲେ ଯିଏ ନିଜ ଭିତରେ ନିଜକୁ ଖୋଜେ ଆଉ ନିଜ…