Browsing Tag

unknown animals terror

କଟକ ନିଆଳି ଅଞ୍ଚଳରେ ପୁଣି ଅଜଣା ଜନ୍ତୁ ଆତଙ୍କ: ବାଘମରା ଗାଁରେ ୪ଟି ମେଣ୍ଢାଙ୍କୁ ଆକ୍ରମଣ

କଟକ : ପୁଣି ଅଜଣା ଜନ୍ତୁ ଆତଙ୍କ। କଟକ ଜିଲ୍ଲା ନିଆଳି ଅଞ୍ଚଳରେ ପୁଣି ଅଜଣା ଜନ୍ତୁ ଆତଙ୍କ। ଗତକାଲି ରାତିରେ ବାଘମରା ଗାଁର ବିରଞ୍ଚି ଦାସଙ୍କ ଗୁହାଳରେ ପଶି ୪ଟି ମେଣ୍ଢାଙ୍କୁ ଆକ୍ରମଣ କରିଛି। ପୂର୍ବରୁ ଗତ ୨ ତାରିଖରେ ୫ଟି ମେଣ୍ଢାଙ୍କୁ ମାରିଥିଲା ଅଜଣା ଜନ୍ତୁ। ଲାଗାତାର ଘଟି ଚାଲିଛି ଏଭଳି…