Browsing Tag

unknown fever

ଅଜଣା ରୋଗରେ ପୀଡିତ ହୋଇ ଗୋଟିଏ ପରିବାରର ଦୁଇ ଭାଇଭଉଣୀ ମୃତ

ସୁନ୍ଦରଗଡ(କେ ନ୍ୟୁଜ): ସୁନ୍ଦରଗଡ ଜିଲ୍ଲା ଲହୁଣୀପଡା ଥାନା ବରସୁଆଁରେ ଅଭାବନୀୟ ଘଟଣା । ଅଜଣା ରୋଗରେ ଗୋଟିଏ ପରିବାରର ଦୁଇ ଶିଶୁଙ୍କର ମୃତ୍ୟୁ ହୋଇଛି । ଏହା ସହ ଅନ୍ୟ ଜଣେ ଶିଶୁ ଏବଂ ମାଆ ଗୁରୁତର ଅବସ୍ଥାରେ ଡାକ୍ତରଖାନାରେ ଭର୍ତ୍ତି ହୋଇଛନ୍ତି ।