Browsing Tag

upaya

ଚାକିରି ଓ ରୋଜଗାର ସମସ୍ଯାର ସମାଧାନ କରିବେ ବଜରଙ୍ଗବାଲୀ, ମଙ୍ଗଳବାର ନିଶ୍ଚିତ ଆପଣାନ୍ତୁ ଏହି ୩ ଖାସ ଉପାୟ

ମଙ୍ଗଳବାର ଦିନ ହନୁମାନଙ୍କର ଦିନ।  ହିନ୍ଦୁ ଧର୍ମରେ ହନୁମାନଙ୍କର ବହୁତ ମହତ୍ତ୍ୱ ରହିଛି। ମହାବୀର ନିୟମ ଅନୁଯାୟୀ ସମସ୍ତ ପୂଜା ପାଠ କରାଯାଏ। ଏହା ସହ ବିଧି ଅନୁଯାୟୀ ଉପବାସ ମଧ୍ୟ ପାଳନ କରାଯାଏ। ହନୁମାନଙ୍କ କୃପାରୁ ଜୀବନର ସମସ୍ତ ଦୁଃଖ ଦୂର କରେ । ରାମ ଭକ୍ତ ହନୁମାନଙ୍କୁ କଳିଯୁଗର…