ଏନ୍ଡିଏ ମେଣ୍ଟରେ ଫାଟ, କେନ୍ଦ୍ରମନ୍ତ୍ରୀ ପଦ ଛାଡିଲେ ଆର୍ଏଲ୍ଏସ୍ପି ମୁଖ୍ୟ ଉପେନ୍ଦ୍ର କୁଶଓ୍ଵାହ
ନୂଆଦିଲ୍ଲୀ : ୨୦୧୯ ସାଧାରଣ ନିର୍ବାଚନ ପୂର୍ବରୁ ଏନ୍ଡିଏ ମେଣ୍ଟରେ ବଢୁଛି ଫାଟ । ଦୁର୍ବଳ ହେଉଛି ବିଜେପି ନେତୃତ୍ୱୀଧୀନ ମେଣ୍ଟ । ଟିଡିପି ପରେ ବାଏ ବାଏ କଲା ରାଷ୍ଟ୍ରୀୟ ଲୋକ ସମତା ପାର୍ଟି ଆର୍ଏଲ୍ଏସ୍ପି । ଏହି ଘୋଷଣା କରିଛନ୍ତି ଆର୍ଏଲ୍ଏସ୍ପି ମୁଖ୍ୟ ଉପେନ୍ଦ୍ର କୁଶଓ୍ଵାହ ।…