Browsing Tag

upsc nda

NDA ଆଶାୟୀ ତୁରନ୍ତ କରନ୍ତୁ ଆବେଦନ, ଆଜି ଶେଷ ତାରିଖ

ଏନଡିଏ ପାଇଁ ପ୍ରସ୍ତୁତ ହେଉଥିବା ଛାତ୍ରଛାତ୍ରୀଙ୍କ ପାଇଁ ଗୁରୁତ୍ୱପୂର୍ଣ୍ଣ ଖବର । ୨୦୨୧ ଏନଡିଏ ପରୀକ୍ଷା ପ୍ରଥମ ସଂସକଣ ଆବେଦନ ପାଇଁ ଆଜି ହେଉଛି ଶେଷ ତାରିଖ । ଯେଉଁ ମାନେ ଏଯାବତ ଆବେଦନ କରିନାହାନ୍ତି ସଂଘ ଲୋକ ସେବା ଆୟୋଗ ବା ୟୁପିଏସସି ଆପ୍ଲିକେସନ ପୋର୍ଟାଲରେ ଦିଆଯାଇଥିବା ଅନଲାଇନ…