ଜୁନ ୨୭ ରୁ ଅକ୍ଟୋବର ୧୦ ତାରିଖକୁ ଘୁଂଚିଲା ୟୁପିଏସସି ପ୍ରିଲିମିନାରୀ ପରୀକ୍ଷା
ନୂଆଦିଲ୍ଲୀ(କେ ନ୍ୟୁଜ): କେନ୍ଦ୍ରୀୟ ଲୋକ ସେବା ଆୟୋଗ ବା ୟୁପିଏସସି ଦ୍ୱାରା ପରିଚାଳିତ ସିଭିଲ ସର୍ଭିସ ପ୍ରିଲିମିନାରୀ ପରୀକ୍ଷାକୁ ସ୍ଥଗିତ ରଖାଯାଇଛି । ସୂଚନା ମୁତାବକ ଆସନ୍ତା ଜୁନ ୨୭ ତାରିଖରେ ପରୀକ୍ଷା ଅନୁଷ୍ଠିତ ହେବା ନେଇ ସ୍ଥିର ହୋଇଥିବା ବେଳେ କରୋନା ମହାମାରୀ ପାଇଁ ଏହାକୁ ଅକ୍ଟୋବର…