UPSC ସିଭିଲ ସର୍ଭିସେସ୍‌ ପ୍ରିଲିମ୍ସ ରେଜଲ୍ଟ ପ୍ରକାଶିତ, ଏମିତି ଚେକ୍‌ କରନ୍ତୁ

ୟୁନିଅନ୍ ପବ୍ଲିକ୍ ସର୍ଭିସ କମିଶନ (UPSC) ସିଭିଲ ସର୍ଭିସେସ୍ ପ୍ରାଥମିକ ପରୀକ୍ଷା ଫଳାଫଳ ପ୍ରକାଶ ପାଇଛି । ପରୀକ୍ଷା ଫଳାଫଳ ଅଫିସିଆଲ୍ ୱେବସାଇଟ୍ upsc.gov.in ଏବଂ upsconline.nic.in ମାଧ୍ୟମରେ ଚେକ୍‌ କରିପାରିବେ ।

ୟୁନିଅନ୍ ପବ୍ଲିକ୍ ସର୍ଭିସ କମିଶନ (UPSC) ସିଭିଲ ସର୍ଭିସେସ୍ ପ୍ରାଥମିକ ପରୀକ୍ଷା ଫଳାଫଳ ପ୍ରକାଶ ପାଇଛି । ଯେଉଁ ପ୍ରାର୍ଥୀମାନେ UPSC  ପରୀକ୍ଷା ଦେଇଥିଲେ, ସେମାନେ ଅଫିସିଆଲ୍ ୱେବସାଇଟ୍ upsc.gov.in ଏବଂ upsconline.nic.in ମାଧ୍ୟମରେ ଫଳାଫଳ ଚେକ୍ କରିପାରିବେ । ୨୮ ମଇ ୨୦୨୩ ରେ UPSC Prelims ପରୀକ୍ଷା ହୋଇଥିଲା । ଏହାର ୱେବସାଇଟ୍ ରେ ଏକ PDF ଫାଇଲ୍ ରହିଛି ଯେଉଁଥିରେ ଉତ୍ତୀର୍ଣ୍ଣ ହୋଇଥିବା ପ୍ରାର୍ଥୀଙ୍କ ନାମ ରହିଛି ।

କେମିତି ଚେକ୍‌ କରିବେ ଫଳାଫଳ:

ୟୁପିଏସସି ପ୍ରିଲିମ୍ସ ରେଜଲ୍ଟ ଜେକ କରିବା ପାଇଁ ପ୍ରଥମେ ଅଫିସିଆଲ ୱେବସାଇଟ୍‌  upsc.gov.in କୁ ଯାଆନ୍ତୁ ।

ହୋମପେଜରେ ଲିଖିତ ପରୀକ୍ଷା ପରିଣାମ ସିଭିଲି ସେବା (ପ୍ରାରମ୍ଭିକ) ପରୀକ୍ଷା ୨୦୨୩ ଲିଙ୍କ ଉପରେ କ୍ଲିକ୍‌ କରନ୍ତୁ ।

ଆପଣଙ୍କ ସ୍କ୍ରିନ ଉପରେ ଏକ ପିଡିଏଫ ଫାଇଲ ନଜର ଆସିବ ।

ଏହି ଫାଇଲରେ ପ୍ରାର୍ଥୀ ନିଜର ରୋଲ ନଂ ଦେଇ ନିଜର ରେଜଲ୍ଟ ଦେଖିପାରିବେ ।

ଫଳାଫଳ ଦେଖିବା ପାଇଁ ଏଠାରେ କ୍ଲିକ୍‌ କରନ୍ତୁ :

https://www.upsc.gov.in/CSP_2023_WR_Hn_120623.pdf

୧୫ ସେପ୍ଟେମ୍ବର ୨୦୨୩ ରେ UPSC ସିଭିଲ ସର୍ଭିସେସ୍ ମୁଖ୍ୟ ପରୀକ୍ଷା ୨୦୨୩ ଆୟୋଜିତ ହେବ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.