ସୋସିଆଲ ମିଡିଆରେ ନିଜ ମୋବାଇଲ ନମ୍ବର ସେୟାର କଲେ ଉର୍ବଶୀ, ଏବେ ପରିସ୍ଥିତି ଅସମ୍ଭାଳ
ବଲିଉଡ୍ ଅଭିନେତ୍ରୀ ଉର୍ବଶୀ ରୋତେଲା ସୋସିଆଲ ମିଡିଆରେ ବେଶ୍ ଆକ୍ଟିଭ୍ ରହିଥାନ୍ତି। ଫ୍ୟାନ୍ଙ୍କ ମଧ୍ୟରେ ଚର୍ଚ୍ଚାରେ ରହିବା ପାଇଁ ଉର୍ବଶୀ ପ୍ରତିଦିନ କିଛି ନା କିଛି ନୂଆ ନୂଆ ପୋଷ୍ଟ କରିଥାନ୍ତି। ତେବେ ଏବେ ଉର୍ବଶୀ କିଛି ସେଭଳି କାରଣ ଯୋଗୁ ଚର୍ଚ୍ଚାରେ ଅଛନ୍ତି। ଏଥରକ ଉର୍ବଶୀ ନିଜ…