Browsing Tag

US Navy destroys aircraft in laser air

ଉଡନ୍ତା ବିମାନକୁ ଧ୍ୱଂସ କରିବା ପାଇଁ ଲେଜର ଅସ୍ତ୍ର ପ୍ରୟୋଗ କଲା ଆମେରିକୀୟ ନୌସେନା, ଦେଖନ୍ତୁ ଭିଡିଓ

ଆମେରିକାର ନୌସେନା ଏକ ହାଇ-ଏନର୍ଜି ଲେଜର ଅସ୍ତ୍ରର ସଫଳ ପରୀକ୍ଷଣ କରିଛି, ଯାହା ଉଡନ୍ତା ବିମାନକୁ ନଷ୍ଟ କରିଦେବାର କ୍ଷମତା ରଖିଛି। ଏହି ପରୀକ୍ଷଣ ପ୍ରଶାନ୍ତ ମହାସାଗରର ଏକ ଯୁଦ୍ଧ ଜାହାଜରେ କରାଯାଇଛି। ଯାହାର ଭିଡିଓ ଏବଂ ଫଟୋ ଜାରି କରାଯାଇଛି ବୋଲି ସୂଚନା ରହିଛି। ଗତ ୨୦୨୦ ମାର୍ଚ ୧୬…