Below header
Browsing Tag

us warns russia

ରୁଷ ପରମାଣୁ ଆକ୍ରମଣ କଲେ ଭୟଙ୍କର ପରିଣାମ ଭୋଗିବ : ଆମେରିକା ବୈଦେଶିକ ସଚିବ

ନୂଆଦିଲ୍ଲୀ : ପୁଟିନଙ୍କ ପରମାଣୁ ଅସ୍ତ୍ର ଆକ୍ରମଣ ଧମକ ପରେ ବିଚଳିତ ପୂରା ବିଶ୍ୱ । ଆକ୍ରମଣ ଧମକକୁ ମିଛ ଭାବିବା ଉଚିତ ନୁହେଁ ବୋଲି ମଧ୍ୟ କହିଛନ୍ତି ପୁଟିନ । ପୁଟିନଙ୍କ ଆଭିମୁଖ୍ୟ ନେଇ ଆମେରିକା ବୈଦେଶିକ ସଚିବ ଆଣ୍ଟୋନୀ ବ୍ଲିଙ୍କେନ୍ ଦେଇଛନ୍ତି ବଡ଼ ବୟାନ । ଯଦି ରୁଷିଆ ୟୁକ୍ରେନ ବିରୋଧରେ…