Browsing Tag

uttar pradesh election

ଉତ୍ତରପ୍ରଦେଶରେ ଚାଲିଛି ଷଷ୍ଠ ପର୍ଯ୍ୟାୟ ମତଦାନ, ସକାଳ ୭ଟାରୁ ସନ୍ଧ୍ୟା ୬ଟା ୟାଏଁ ଚାଲିବ ଭୋଟଗ୍ରହଣ

ଉତ୍ତରପ୍ରଦେଶ: ଉତ୍ତରପ୍ରଦେଶରେ ଷଷ୍ଠ ପର୍ଯ୍ୟାୟରେ ଭୋଟଗ୍ରହଣ। ୧୦ ଜିଲ୍ଲାର ୫୭ଟି ଆସନରେ ଚାଲିଛି ମତଦାନ। ସକାଳ ୭ଟାରୁ ସନ୍ଧ୍ୟା ୬ଟା ୟାଏଁ ଚାଲିବ ଭୋଟଗ୍ରହଣ। ଷଷ୍ଠ ପର୍ଯ୍ୟାୟରେ ନିଜେ ଭୋଟ ଦେଇଛନ୍ତି ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ। ଗୋରଖପୁରସ୍ଥିତ ଗୋରଖନାଥ କନ୍ୟାନଗର ମତଦାନ…