Browsing Tag

uttarpradesh

ବୋଲ ମାନୁନି ଯୋଗୀଙ୍କ ତୁଣ୍ଡ ! ୭୨ଘଣ୍ଟା ବ୍ୟାନ ପରେ ବି ଦେଲେ ପୁଣି ଏମିତି ବିବାଦୀୟ ବୟାନ

ଆଦର୍ଶ ଆଚରଣ ବିଧି ଉଲଂଘନ ମାମଲାରେ ନିର୍ବାଚନ କମିଶନଙ୍କ ତରଫରୁ ଯୋଗୀ ଆଦିତ୍ୟ ନାଥଙ୍କୁ ୭୨ ଘଣ୍ଟା ବ୍ୟାନ ହେବା ପରେ ଆଜି ପୁଣି ଏକ ବିବିଦୀୟ ବୟାନ ଦେଇ ଚର୍ଚ୍ଚାର ଘେରକୁ ଚାଲିଆସିଛନ୍ତି । ଉତ୍ତର ପ୍ରଦେଶର ସମ୍ଭଲରେ ଏକ ଜନସଭାକୁ ସମ୍ବୋଧିତ କରିବା ବେଳେ ଯୋଗୀ କହିଥିଲେ ‘ବାବର ର ଛୁଆ ହାତରେ…

ହାତୀ ଚିହ୍ନରେ ଟିପିଲେ ଭୋଟ ଯାଉଛି ପଦ୍ମକୁ ! ଏଭଳି ଅଭିଯୋଗ ଆଣିଲା ବସପା ?

ଲକ୍ଷ୍ନୌ: ଲୋକସଭା ନିର୍ବାଚନ ୨୦୧୯ ପାଇଁ ପାଶ୍ଚିମ ଉତ୍ତର ପ୍ରଦେଶର ୮ଟି ଲୋକସଭା ଆସନରେ ମତଦାନ ଚାଲୁଥିଲା । କିନ୍ତୁ ଏଠାରେ ଇଭିଏମରେ ତ୍ରୁଟି ଥିବାର ଅଭିଯୋଗ ଆଣି ବହୁଜନ ସମାଜ ବାଦୀ ପାର୍ଟି ବାବସପା । ଦଳ ନିର୍ବାଚନ କମିଶନ୍‌ଙ୍କ ଦ୍ୱାରସ୍ଥ ହେଇଛି । ବିଜନୈରର କୌଶଳି ମତଦାନ କେନ୍ଦ୍ରରେ…

ଫୈଜାବାଦ ଜିଲ୍ଲାର ନାଁ ହେଲା ଅଯୋଧ୍ୟା, ୟୁପି ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ ବଡ଼ ଘୋଷଣା

ଉତ୍ତରପ୍ରଦେଶ : ଦୀପାବଳିରେ ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ ବଡ଼ ଘୋଷଣା । ବଦଳିଲା ଫୈଜାବାଦ ଜିଲ୍ଲାର ନାଁ । ନୂଆ ନାଁ ହୋଇଛି ଅଯୋଧ୍ୟା । ଏହାସହ ଅଯୋଧ୍ୟା ପାଇଁ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଘୋଷଣା କରିଛନ୍ତି ମେଡିକାଲ କଲେଜ ଓ ବିମାନବନ୍ଦର । ଅଯୋଧ୍ୟାରେ ଦଶରଥଙ୍କ…