ସଂକ୍ରମଣରୁ ରକ୍ଷା ପାଇବା ପାଇଁ ପଶୁଙ୍କ ପାଇଁ ତୋମାର ଆଣିଲେ କୋଭିଡ ଟିକା
ପୁଣି ଥରେ ବଢ଼ିବାରେ ଲାଗିଛି କୋଭିଡ ସଂକ୍ରମଣର। ମହାମାରୀ କେବଳ ମଣିଷ ନୁହେଁ ବର୍ତ୍ତମାନ ପଶୁ ମଧ୍ୟ ଏହି ରୋଗରେ ପୀଡିତ ହେଉଛନ୍ତି। ତେଣୁ କେନ୍ଦ୍ର କୃଷି ମନ୍ତ୍ରୀ ନରେନ୍ଦ୍ର ସିଂ ତୋମାର୍ ଗୁରୁବାର ଦିନ ପଶୁଙ୍କ ପାଇଁ ଭାକ୍ସିନ ଆନୋକୋଭାକ୍ସ ଲଞ୍ଚ କରିଛନ୍ତି। ଯାହାକି ହରିଆଣାର ICAR (…