Browsing Tag

vaccine caller tune of jasleen bhalla

ଏବେ ଆଉ ଶୁଭିବନି ଅମିତାଭଙ୍କ ଆଓ୍ଵାଜରେ କଲର ଟ୍ୟୁନ୍‌, ଜସ୍‌ଲିନ୍‌ ଭଲ୍ଳା ନେଲେ ତାଙ୍କ ସ୍ଥାନ

ମୁମ୍ବାଇ :  କରୋନା ସମୟରେ ଲୋକଙ୍କୁ ସଚେତନ କରିବା ପାଇଁ ମୋଦି ସରକାର ଅନେକ କିଛି ପଦକ୍ଷେପ ନେଇଥିଲେ । ଫୋନ୍‌ର କଲର ଟ୍ୟୁନ୍‌ ମାଧ୍ୟମରେ ଲୋକଙ୍କୁ ସଚେତନ କରିବା ପାଇଁ ମଧ୍ୟ ସରକାର ପଦକ୍ଷେପ ନେଇଥିଲେ । ଏହି କଲର ଟ୍ୟୁନ୍‌ ଅଭିନେତା ଅମିତାଭ ବଚ୍ଚନଙ୍କ କଣ୍ଠ ସ୍ୱରରେ ଶୁଣିବାକୁ ମିଳୁଥିଲା ।…