Below header
Browsing Tag

Vahbiz Dorabjee

‘ମଧୁବାଲା’ ଫେମ୍‌ ଭିଭିଆନ୍‌ ଡିସେନାଙ୍କର ହେଲା ଛାଡପତ୍ର, ୪ ବର୍ଷ ହେଲାଣି ଓ୍ଵାହାବିଜ୍‌ ଠାରୁ ରହୁଥିଲେ ଅଲଗା

ଟିଭି ଜଗତର ଜଣାଶୁଣା ଯୋଡି ଭିଭିଆନ୍‌ ଡିସେନା ଏବଂ ଓ୍ଵାହାବିଜ୍‌ ଦୋରାବଜୀ ଶେଷରେ ଅଲଗା ହୋଇଛନ୍ତି। ଦୁହେଁ ଗତ ୪ ବର୍ଷ ହେଲାଣି ପରସ୍ପର ଠାରୁ ଅଲଗା ରହୁଥିଲେ। କିଛି ଦିନ ତଳେ ଅର୍ଥାତ୍‌ ୧୮ ଡିସେମ୍ବରରେ ଦୁହିଁଙ୍କ ଛାଡପତ୍ରକୁ କୋର୍ଟ ମଞ୍ଜୁର କରିଥିଲେ। ଇଟାଇମ୍ସ ରିପୋର୍ଟ ମୁତାବକ,…