Browsing Tag

vaishakh amavasya

ବୈଶାଖ ଅମାବାସ୍ୟାରେ ପାଇ ପାରିବେ ପିତୃଦୋଷରୁ ମୁକ୍ତି! ଜାଣି ରଖନ୍ତୁ ୭ଟି ଉପାୟ…

ବୈଶାଖ ମାସର ଅମାବାସ୍ୟା ତିଥିକୁ ବୈଶାଖ ଅମାବାସ୍ୟା ରୂପେ ପାଳନ କରାଯାଏ। ଏଥର ବୈଶାଖ ଅମାବାସ୍ୟା ଏପ୍ରିଲ ୩୦ ଶନିବାର ପଡ଼ୁଛି। ଏହାକୁ ଶନିଶ୍ଚରୀ ଅମାବାସ୍ୟା ବା ଶନି ଅମାବାସ୍ୟା ମଧ୍ୟ କୁହାଯାଏ। ଏହି ଦିନ ବର୍ଷ ୨୦୨୨ର ପ୍ରଥମ ସୂର୍ଯ୍ୟପରାଗ ଲାଗୁଛି। ହିନ୍ଦୁ ଧର୍ମରେ ବୈଶାଖ ଅମାବାସ୍ୟା ଦିନ…