Browsing Tag

vani bihar

ବାଣୀବିହାର ପ୍ଲାଟିନମ ଜୁବଲି ସମାରୋହ ଉଦଯାପନୀ ଉତ୍ସବ, ଯୋଗ ଦେବେ ରାଷ୍ଟ୍ରପତି ରାମନାଥ କୋବିନ୍ଦ

ଭୁବନେଶ୍ବର (କେନ୍ୟୁଜ୍) : ୭୫ ବର୍ଷରେ ଉତ୍କଳ ବିଶ୍ୱବିଦ୍ୟାଳୟ। ପାଳନ କରୁଛି ପ୍ଲାଟିନମ ଜୁବଲି ଏହାର ଉଦଯାପନୀ ସମାରୋହରେ ଆଜି ଯୋଗ ଦେବେ ରାଷ୍ଟ୍ରପତି ରାମନାଥ କୋବିନ୍ଦ।  ଶିକ୍ଷା ଓ ଗବେଷଣାର ଉତ୍କର୍ଷରେ ପହଞ୍ଚିଛି ବାଣୀବିହାର।  ୧୯୪୩ ନଭେମ୍ବର ୨୭ ତାରିଖରେ ପ୍ରତିଷ୍ଠା ହୋଇଥିଲା  ଉତ୍କଳ…