ବ୍ୟାଙ୍କ କର୍ମଚାରୀଙ୍କ ପାଇଁ ଖୁସି ଖବର! ଖୁବଶୀଘ୍ର ଦରମା ସହ ମିଳିବ ଭାରିଏବଲ ପେ
ସରକାରୀ ବ୍ୟାଙ୍କର ପ୍ରାୟ ୮ଲକ୍ଷ କର୍ମଚାରୀଙ୍କ ପାଇଁ ଖୁସି ଖବର। ଆଗାମୀ ବିତ୍ତୀୟ ବର୍ଷ ଠାରୁ ସମସ୍ତ କର୍ମଚାରୀଙ୍କୁ ଦରମା ସହ ପରଫର୍ମାନ୍ସ ଲିଙ୍କଡ ଇନସେନଟିଭ (PLI) ମିଳିପାରେ। ପୂର୍ବରୁ ବ୍ୟାଙ୍କ ମ୍ୟାନେଜମେଣ୍ଟ ଭାରିଏବଲ ପେ ବା ପରଫର୍ମାନ୍ସ ଲିଙ୍କଡ ପେ ପାଇଁ ପ୍ରସ୍ତାବ ଦେଇଥିଲେ।…