Below header
Browsing Tag

vegetable upamma

ଚିରାଚରିତ ଉପମାକୁ ଦିଅନ୍ତୁ ନୂଆ ତଡକା, ଘରେ ଥରେ ବନାନ୍ତୁ ଟେଷ୍ଟି “ଭେଜିଟେବଲ ଉପମା”

ଭାରତୀୟ ଜଳଖିଆ ଭାବରେ ଉପମାର ଏକ ସ୍ୱତନ୍ତ୍ର ଚାହିଦା ରହିଛି । ସପ୍ତାହର ପ୍ରାୟ ଅଧିକାଂଶ ଦିନ ସକାଳ ହେଉ ଅବା ସନ୍ଧ୍ୟା ଜଳଖିଆରେ ନିହାତି ଉପମା ପ୍ରସ୍ତୁତ ହୋଇଥାଏ । ପିଲାଠାରୁ ବୁଢା ପର୍ଯ୍ୟନ୍ତ ସମସ୍ତଙ୍କର ପସନ୍ଦ । କିନ୍ତୁ କିଛି ଜଣଙ୍କର ସବୁବେଳେ ଅଭିଯୋଗ ଥାଏ ଯେ ଯେତେ ଚେଷ୍ଟା କଲେ ବି…