Browsing Tag

vehicle sales

NOC ଜାଲିଆତି କରି ଗାଡ଼ି ବିକୁଥିବା ଗ୍ୟାଙ୍ଗ ଗିରଫ, ଖୋର୍ଦ୍ଧାରୁ ଭଦ୍ରକ ଯାଏ ଲମ୍ବିଥିଲା ଠକେଇର ଚେର

ଭୁବନେଶ୍ୱର (କେନ୍ୟୁଜ): ଏନଓସି ଜାଲିଆତି କରି ଗାଡି ବିକୁଥିବା ଗ୍ୟାଙ୍ଗ ଗିରଫ । ଖୋର୍ଦ୍ଧାରୁ ଭଦ୍ରକ ଯାଏ ଲମ୍ବିଥିଲା ଠକେଇର ଚେର । ଫାଇନାନ୍ସ ଗାଡିକୁ କମ୍‌ ଟଙ୍କାରେ କିଣି ଜାଲ କାଗଜପତ୍ର ତିଆରି କରୁଥିଲେ । ଏହାର ମିଛ ଏନଓସି ତିଆରି କରି ଗାଡି ବିକ୍ରି କରୁଥିଲେ ଗ୍ୟାଙ୍ଗ । ଗାଡି…