Browsing Tag

Venice flood

ଇଟାଲିର ଭେନିସ ସହରରେ ଏମର୍ଜେନ୍ସି , ଜୁଆର ପାଣିରେ ଜଳମଗ୍ନ ଅଧାରୁ ଅଧିକ ସହର

ଇଟାଲି: ଇଟାଲିର ଭେନିସ ସହରରେ ଏମର୍ଜେନ୍ସି । ଅର୍ଦ୍ଧ ଶତାବ୍ଦୀର ସବୁଠୁ ଭୟଙ୍କର ବନ୍ୟା । ଜୁଆର ପାଣିରେ ଜଳମଗ୍ନ ଅଧାରୁ ଅଧିକ ସହର। ସମୁଦ୍ର ଜଳସ୍ତର ଠାରୁ ୬ ଫୁଟ୍ ଉପରକୁ ଉଠିଲା ଜୁଆର। ଜୁଆର ଆସି ବ୍ୟାପକ କ୍ଷୟକ୍ଷତି ହୋଇଛି। ଐତିହାସିକ ବାସିଲିକାରେ ବନ୍ୟା ପରିସ୍ଥିତି ଉପୁଜିଛି । ଏଥିସହ…