Below header
Browsing Tag

vicky kousal

କେବେ ଚାଳ ଘରେ ରହୁଥିବା ବିକ୍କୀ କୌଶଲ ଆଜି ବଲିଉଡର ଜଣେ ସୁଖ୍ୟାତ ଅଭିନେତା

ଖୁବ କମ ସମୟ ଭିତରେ ବିକ୍କୀ କୌଶଲ ନିଜକୁ ବଲିଉଡର ଟପ ଅଭିନେତାଙ୍କ ଲିଷ୍ଟରେ ସାମିଲ କରି ପାରିଛନ୍ତି । "ମସାନ" ସିନେମା ପରେ ବିକ୍କୀଙ୍କ ଅଭିନୀତ ସମସ୍ତ ସିନେମାକୁ ଦର୍ଶକ ମାନେ ମଧ୍ୟ ଖୁବ ପସନ୍ଦ କରିଛନ୍ତି । ବିଶେଷ ଭାବେ "ସଂଜୁ"ରେ କମଲି ଓ "ଉରୀ"ରେ ଜଣେ ଆର୍ମି ଅଫିସରଙ୍କ ଚରିତ୍ର…