Browsing Tag

vietnam

ଭିଏତ୍‌ନାମ: ଆପାର୍ଟମେଣ୍ଟ ବିଲ୍ଡିଂରେ ଭୟଙ୍କର ଅଗ୍ନିକାଣ୍ଡ, ୫୦ ମୃତ; ୭୦ରୁ ଅଧିକ ଆହତ

ଭିଏତ୍‌ନାମ ରାଜଧାନୀ ହନୋଇରେ ଏକ ଆପାର୍ଟମେଣ୍ଟ ବିଲ୍ଡିଂରେ ଭୟଙ୍କର ଅଗ୍ନିକାଣ୍ଡ ଘଟିଛି। ସ୍ଥାନୀୟ ସମୟାନୁସାରେ, ସେପ୍ଟେମ୍ବର ୧୩ ତାରିଖ ବିଳମ୍ବିତ ରାତିରେ ଏହି ନିଆଁ ଲାଗିଛି। ଅଗ୍ନିକାଣ୍ଡରେ ପ୍ରାୟ ୫୦ ଜଣଙ୍କ ମୃତ୍ୟୁ ଘଟିଥିବା ସୂଚନା ରହିଛି। ଏଏନ୍‌ଆଇ ରିପୋର୍ଟ ମୁତାବକ, ଭିଏତ୍‌ନାମ…

ଭିଏତ୍‌ନାମର ଏକ ବାର୍‌ରେ ଭୟାବହ ଅଗ୍ନିକାଣ୍ଡ; ନିଆଁରେ ପୋଡ଼ି ହୋଇ ୩୨ ଜଣଙ୍କ ମୃତ୍ୟୁ

ଦକ୍ଷିଣ ଭିଏତ୍‌ନାମରେ ଏକ ବାର୍‌ରେ ଭୟାବହ ଅଗ୍ନିକାଣ୍ଡ ଯୋଗୁ ୩୨ ଜଣଙ୍କ ମୃତ୍ୟୁ ଘଟିଛି। ସରକାରୀ ମିଡିଆ ରିପୋର୍ଟ ମୁତାବକ, ମଙ୍ଗଳବାର ବିଳମ୍ବିତ ରାତିରେ ଏହି ଘଟଣା ଘଟିଛି। ବିହ୍ନ ଦୁଓଙ୍ଗ ପ୍ରାନ୍ତର ଥୁଆନ ସହରରେ ଥିବା ଏକ ବହୁତଳ ବିଶିଷ୍ଟ ଅଟ୍ଟାଳିକାରେ ନିଆଁ ଲାଗି ଯାଇଥିଲା। ନିଆଁର ତେଜ…

ୟୁଜ ହୋଇଥିବା କଣ୍ଡୋମକୁ ଧୋଇ ଶୁଖାଇ ବିକୁଛି ଏହି କମ୍ପାନୀ, ରେଡ ପରେ ଫ୍ୟାକ୍ଟ୍ରି ସିଲ

ପ୍ରୋଟେକ୍ସନ ବିଷୟରେ ସମସ୍ତେ ଭାବିଥାନ୍ତି କିନ୍ତୁ ନିକଟରେ ଭିଏତନାମରୁ ଏପରି ଏକ ଖବର ଆସିଛି ଯାହା ଶୁଣିଲେ ଆପଣ ଆଶ୍ଚର୍ଯ୍ୟ ହୋଇଯିବେ । ଏମିତି ଘଟଣା ଶୁଣିଲା ପରେ ଆପଣ ପ୍ରୋଟେକ୍ସନ ବିଷୟରେ ଆହୁରି ଅଧିକ ଚିନ୍ତିତ ହୋଇପଡିବେ । ପ୍ରକୃତରେ ଭିଏତନାମର ଏକ ଫ୍ୟାକ୍ଟ୍ରିରେ ବ୍ୟବହାର କରାଯାଇଥିବା…

ଥରେ ଦେଖନ୍ତୁ ଭିଏତନାମରେ ଥିବା ଏହି ‘ଗୋଲ୍ଡ ହୋଟେଲ’, ବାର୍ଥରୁମ୍‌ ଠାରୁ ଆରମ୍ଭ କରି ସବୁକିଛି ସୁନାରେ ତିଆରି

ବିଶ୍ୱରେ କରୋନାର ପ୍ରକୋପ କମିବାରେ ଲାଗିଛି। ଏହି କରୋନା କାଳ ମଧ୍ୟରେ ହାନୋଇରେ ଏକ ସୁନା ନିର୍ମିତ ହୋଟେଲ ଆରମ୍ଭ ହୋଇଛି, ଯାହାର ଚର୍ଚ୍ଚା ସାରା ବିଶ୍ୱରେ ଚାଲିଛି। ତେବେ ଆସନ୍ତୁ ଜାଣିବା କ’ଣ ଖାସ୍‌ ରହିଛି ଏହି ସୁନାରେ ତିଆରି ହୋଟେଲରେ। ଭିଏତନାମରେ ଏହି ସୁନାରେ ନିର୍ମିତ ହୋଟେଲ ଆରମ୍ଭ…