Browsing Tag

vigilance arrested

ରାଜସ୍ବ ବଭାଗର ସ୍ବତନ୍ତ୍ର ସଚିବ ଅଜୟ ଦାସ ଗିରଫ, କାଲି ଭିଜିଲାନ୍ସ କରିଥିଲା ଚଢାଉ

କେନ୍ୟଜ୍(ବ୍ୟୁରୋ): ରାଜସ୍ବ ବଭାଗର ସ୍ବତନ୍ତ୍ର ସଚିବ ଅଜୟ ଦାସ ଗିରଫ। ଆୟବହିଃର୍ଭୁତ ସମ୍ପତ୍ତି ଠୁଳ ଅଭିଯୋଗରେ କାଲି ତାଙ୍କ ବାସ ଭବନରେ ଚାଢାଉ କରିଥିଲା ଭିଜିଲାନ୍ସ।  ଆଜି ଶ୍ରୀଯୁକ୍ତ ଦାସଙ୍କୁ ଗିରଫ  କରିଥିବାର ସୂଚନା ମିଳିଛି। ଭିଜିଲାନ୍‌ସ ଟିମ୍‌କୁ ବର୍ତ୍ତମାନ ସୁଦ୍ଧା ୩ କୋଟି…

ଭିଜିଲାନ୍ସ ଜାଲରେ ଖୋର୍ଦ୍ଧା ଯୋଗାଣ ନିରୀକ୍ଷକ, କିରୋସିନ ଉଠାଣ ଅନୁମତି ପାଇଁ ୨୦ ହଜାର ଟଙ୍କା ନେଉଥିଲେ ଲାଞ୍ଚ

ଖୋର୍ଦ୍ଧା(କେନ୍ୟୁଜ୍): ଭିଜିଲାନ୍ସ ଜାଲରେ ଖୋର୍ଦ୍ଧା ବ୍ଲକର ଯୋଗାଣ ନିରୀକ୍ଷକ ମାର୍ଶାଲିନ ପଢିହାରି। ଜଣେ ଡିଲରଙ୍କ ଠାରୁ କିରୋସିନ ଉଠାଣ ପାଇଁ ଅନୁମତି ଦେବାକୁ ୨୦ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ କଲା ଗିରଫ। ମିଳିଥିବା ଖବର ମୁତାବକ ପଲ୍ଲା ଅଂଚଳର ଡିଲର ଅମ୍ବିକା ପ୍ରଶାଦ…

ଯାଜପୁର: ଭିଜିଲାନ୍ସ ଜାଲରେ ଯନ୍ତ୍ରୀ, ବିଲ୍ କରିବା ପାଇଁ ନେଉଥିଲେ ୩୮୦୦୦ ଟଙ୍କା ଲାଞ୍ଚ

ଯାଜପୁର ରୋଡ(କେ ନ୍ୟୁଜ): ଭିଜିଲାନ୍ସ ଜାଲରେ ବ୍ୟାସନଗର ମୁନିସିପାଲିଟିର ମୁଖ୍ୟ ଯନ୍ତ୍ରୀ ପ୍ରହଲ୍ଲାଦ ମହାପାତ୍ର। ବିଲ କରିଦେବାକୁ ଜଣେ ଠିକାଦାରଙ୍କ ଠାରୁ ୩୮୦୦୦ଟଙ୍କା ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ ହାତରେ ଧରାପଡିଛନ୍ତି ମୁଖ୍ୟ ଯନ୍ତ୍ରୀ । ଅଭିଯୋଗକାରୀ ଠିକାଦାର ହେଲେ କୋପଣ୍ଡ ଅଞ୍ଚଳର…

୧ ଲକ୍ଷ ଟଙ୍କା ଲାଞ୍ଚ ନେଇ ଭିଜିଲାନ୍ସ ଜାଲରେ ବିଡିଓ ବାବୁ

ସୁନ୍ଦରଗଡ଼(କେନ୍ଯୁଜ୍) : ଭିଜିଲାନ୍ସ ଜାଲରେ ବାବୁ । ୧ ଲକ୍ଷ ଟଙ୍କା ଲାଞ୍ଚ ନେଇ ଭିଜିଲାନ୍ସ ହାତରେ ଧରାପଡ଼ିଛନ୍ତି ବିଡିଓ । ସୁନ୍ଦରଗଡ଼ ବିଶ୍ରା ବ୍ଳକର ବିଡିଓ ପ୍ରଶାନ୍ତ ରାଉତ ତାଙ୍କ ସରକାରୀ ବାସଭବନରୁ ଗିରଫ ହୋଇଛନ୍ତି । ଝିରପାଣି ପଞ୍ଚାୟତର ବିଭିନ୍ନ ଉନ୍ନୟନମୂଳକ ଯୋଜନାର ଏଷ୍ଟିମେଟ୍‌…