Below header
Browsing Tag

vigilance raids

ଭିଜିଲାନ୍ସ ଜାଲରେ କୁବେର ଉପଜିଲ୍ଲାପାଳ, ରେଡ଼ ପରେ କାର୍ଯ୍ୟାଳୟ ସାମ୍ନାରେ ମିଠା ବାଣ୍ଟି ଖୁସି ମନାଇଲେ ଯୁବ ଗୋଷ୍ଠୀ

ନବରଙ୍ଗପୁର (କେନ୍ୟୁଜ): ନବରଙ୍ଗପୁର ଉପଜିଲ୍ଲାପାଳଙ୍କ ଭିଜିଲାନ୍ସ ରେଡ଼ ପରେ ତାଙ୍କ କାର୍ଯ୍ୟାଳୟ ସାମ୍ନାରେ ବାଣ ଫୁଟେଇ ମିଠା ବାଣ୍ଟିଲେ ସହରର ଯୁବ ଗୋଷ୍ଠୀ। ଶୁକ୍ରବାର ଦିନ ନବରଙ୍ଗପୁର ଉପଜିଲ୍ଲାପାଳ ପ୍ରଶାନ୍ତ ରାଉତଙ୍କ ଭିଜିଲାନ୍ସ ଚଢ଼ାଉରେ ପ୍ରାୟ ୩ କୋଟିରୁ ଅଧିକ ନଗଦ ଟଙ୍କା ଭିଜିଲାନ୍ସ…

ବାବୁଙ୍କ ଘର ନା ଟଙ୍କା ଗୋଦାମ ! ଜବତ ହେଲାଣି ୩ କୋଟି ୨ ଲକ୍ଷରୁ ଅଧିକ ଟଙ୍କା

ଭୁବନେଶ୍ୱର (କେନ୍ୟୁଜ): ପ୍ରଶାନ୍ତ ରାଉତଙ୍କ ପୁଳା ପୁଳା ଟଙ୍କା। ଅତିରିକ୍ତ ଉପଜିଲ୍ଲାପାଳଙ୍କ ଅଚଳାଚଳ ସଂପତ୍ତି। ଯେତେ ଖୋଜିଲେ ସେତେ ବାହାରୁଛି। ଟଙ୍କା ଗଣିଗଣି ହାଲିଆ ହେବା ପରେ ମେସିନରେ ହେଲା ଟଙ୍କା ଗଣା। ଭିଜିଲାନ୍ସ ରେଡ୍‌ରେ ଜବତ ହେଲା ୩କୋଟି ୨ଲକ୍ଷରୁ ଅଧିକ ଟଙ୍କା। ଏତେ ପରିମାଣର…

ଭିଜିଲାନ୍ସ ହାତରେ ନବରଙ୍ଗପୁର ଉପଜିଲ୍ଲାପାଳ, ଆୟ ବହିର୍ଭୁତ ସମ୍ପତ୍ତି ଠୁଳ ଅଭିଯୋଗରେ ବାସଭବନରେ ଚଢାଉ

ନବରଙ୍ଗପୁର (କେନ୍ୟୁଜ): ଆୟ ବହିର୍ଭୁତ ସମ୍ପତ୍ତି ଠୁଳ ଅଭିଯୋଗରେ ନବରଙ୍ଗପୁର ଉପଜିଲ୍ଲାପାଳ ପ୍ରଶାନ୍ତ ରାଉତଙ୍କ ଘରେ ଭିଜିଲାନ୍ସର ଚଢ଼ାଉ। ଏକକାଳୀନ ୯ ଟି ଜାଗାରେ ଚାଲିଛି ଚଢ଼ାଉ। ସୂଚନା ଅନୁଯାୟୀ ଭିଜିଲାନ୍ସ ବିଭାଗର ୯ ଟି ଟିମ ପ୍ରଶାନ୍ତ ରାଉତଙ୍କ ନବରଙ୍ଗପୁର ସରକାରୀ ବାସଭବନ…

ସହକାରୀ ଇଂଜିନିୟରଙ୍କ ଘରେ ଭିଜିଲାନ୍ସ ଚଢ଼ାଉ, ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଚାଲିଛି ଚଢ଼ାଉ

କଟକ (କେନ୍ୟୁଜ): ଆୟ ବର୍ହିଭୁତ ସମ୍ପତ୍ତି ଠୁଳ ଅଭିଯୋଗରେ ସହକାରୀ ଇଂଜିନିୟରଙ୍କ ଘରେ ଭିଜିଲାନ୍ସ ଚଢ଼ାଉ। କଟକ ସଦର ବ୍ଲକ ସହକାରୀ ଇଂଜିନିୟର ବିକାଶ ଚନ୍ଦ୍ର ଭୂୟାଁ। ଚାରୋଟି ସ୍ଥାନରେ ଏକକାଳୀନ ଚାଲିଛି ଚଢ଼ାଉ। ଚଢ଼ାଉରେ ଭିଜିଲାନ୍ସର ୩ ଡ଼ିଏସପି, ୪ ଇନିସ୍ପେକ୍ଟରଙ୍କ ସମେତ ଅନ୍ୟ ଭିଜିଲାନ୍ସ…

ଜିଆରଏସ ବାବୁଲି ଚରଣଙ୍କ ସଂପତ୍ତି ଦେଖି ଭିଜିଲାନ୍ସ ଅଧିକାରୀ ତାଜୁବ୍‌, ଠାବ କଲେ ୫୯ଟି ପ୍ଲଟ୍‌

ଭୁବନେଶ୍ବର(କେନ୍ୟୁଜ୍): ଗ୍ରାମ ରୋଜଗାର ସେବକଙ୍କର ୫୯ଟି ପ୍ଲଟ୍‌ ଠାବ। ପ୍ରାଇମ୍‌ ଲୋକେସନ୍‌ରେ ରହିଛି ସମସ୍ତ ପ୍ଲଟ୍‌। ନନ୍ଦନକାନନ ରୋଡ଼ ରଘୁନାଥପୁରରେ ୧.୨୪ କୋଟିର ତିନି ମହଲା ଘର ରହିଛି। ବ୍ୟାଙ୍କ ଜମା ଓ ଇନ୍‌ସୁରାନ୍ସ ଜମା ଯାଞ୍ଚ କରୁଛି ଭିଜିଲାନ୍ସ ଟେକ୍ନିକାଲ ଟିମ୍‌। ଆୟ ବର୍ହିଭୂତ…

ଗୋପାଳପୁର ବିଧାୟକ ପ୍ରଦୀପ ପାଣିଗ୍ରାହୀଙ୍କ ଘରେ ରେଡ୍‌, ଏକକାଳୀନ ୧୫ଟି ସ୍ଥାନରେ ଚାଲିଛି ଚଢାଉ

ଭୁବନେଶ୍ବର(କେନ୍ଯୁଜ୍): ଗୋପାଳପୁର ବିଧାୟକ ପ୍ରଦୀପ ପାଣିଗ୍ରାହୀଙ୍କ ଘରେ ରେଡ୍‌ । ପ୍ରଦୀପଙ୍କ ସହଯୋଗୀ ଓ ସମ୍ପର୍କୀୟଙ୍କ ଘରେ ଭିଜିଲାନ୍ସ ଚଢାଉ। ପ୍ରମୁଖ ସହଯୋଗୀ ସର୍ବେଶ୍ୱର ରାଓ, କମ୍ବୁ ପାଣିଗ୍ରାହୀଙ୍କ ଘରେ ଚଢାଉ ଜାରି । ପ୍ରଦୀପଙ୍କ ଡ୍ରାଇଭରଙ୍କ ସହ ସୂର୍ଯ୍ୟ ସାହୁଙ୍କ ଘରେ ରେଡ୍‌ ।…