Browsing Tag

vijay amrit kulange

ଭୁବନେଶ୍ୱର ମହାନଗର ନିଗମର ନୂଆ କମିଶନର ଭାବେ ଦାୟିତ୍ୱ ନେଲେ ବିଜୟ ଅମୃତ କୁଲାଙ୍ଗେ

ଭୁବନେଶ୍ବର(କେନ୍ୟୁଜ୍): ଭୁବନେଶ୍ୱର ମହାନଗର ନିଗମର ନୂଆ କମିଶନର ଭାବେ ଦାୟିତ୍ୱ ଗ୍ରହଣ କରିଛନ୍ତି ବିଜୟ ଅମୃତ କୁଲାଙ୍ଗେ। ସେପଟେ ମେୟର ସୁଲୋଚନା ଦାସଙ୍କ ଅଧ୍ୟକ୍ଷତାରେ ବିଦାୟୀ କମିଶନର ସଞ୍ଜୟ କୁମାର ସିଂହଙ୍କୁ ବିଦାୟ କାଳୀନ ସମ୍ବର୍ଦ୍ଧନା ଦିଆଯାଇଛି। ପାଖାପାଖି ୧୩ ମାସ କାର୍ଯ୍ଯକାଳ ପରେ…