Browsing Tag

Vijay Sethupathi

ବିଜୟ ସେତୁପତିଙ୍କ ଫିଲ୍ମ ସେଟରେ ଦୁର୍ଘଟଣା, ଷ୍ଟଣ୍ଟ କରୁଥିବା ସମୟରେ ଖସିପଡିବାରୁ ଷ୍ଟଣ୍ଟମ୍ୟାନଙ୍କ ମୃତ୍ୟୁ

ସାଉଥ ସୁପରଷ୍ଟାର ବିଜୟ ସେତୁପତି ଏବେ ଅପ୍‌କମିଂ ଫିଲ୍ମର ସୁଟିଂରେ ବ୍ୟସ୍ତ ରହିଛନ୍ତି । ହେଲେ ତାଙ୍କ ସୁଟିଂ ସେଟରେ ଏକ ଭୟଙ୍କର ଦୁର୍ଘଟଣା ଘଟିଛି । ବିଜୟଙ୍କ ପାଇଁ ଷ୍ଟଣ୍ଟ କରୁଥିବା ବେଳେ ୫୪ବର୍ଷୀୟ ଷ୍ଟଣ୍ଟମ୍ୟାନଙ୍କ ମୃତ୍ୟୁ ହୋଇଛି। ସୁଟିଂ ସେଟରେ ହଠାତ୍ ଦୁର୍ଘଟଣା ଘଟିବାରୁ…

ବିବାହ ପରେ ବିକି ନୁହେଁ ବିଜୟ ସେତୁପତୀଙ୍କ ହାତ ଧରିଲେ କ୍ୟାଟ୍ରିନା, ଜାଣନ୍ତୁ କାହିଁକି

ଗତ କିଛିଦିନ ତଳେ ବିବାହ ବନ୍ଧନରେ ଆବଦ୍ଧ ହୋଇଥିଲେ ବିକ୍କି କୌଶଲ ଓ କ୍ୟାଟ୍ରିନା କୈଫ। କ୍ୟାଟ୍ରିନା ବାହା ହେବା ପରେ ଆଗାମୀ ଫିଲ୍ମର ଘୋଷଣା କରିଦେଇଛନ୍ତି। କ୍ୟାଟ୍ରିନା ନିଜ ଇନଷ୍ଟାଗ୍ରାମ ପୋଷ୍ଟରେ ସେୟାର କରି ଫ୍ୟାନ୍ସଙ୍କୁ ଜଣାଇଛନ୍ତି। ଫିଲ୍ମରେ କ୍ୟାଟ୍ରିନା ପ୍ରଥମ ଥର ପାଇଁ ବିଜୟ…

ବିକ୍କିଙ୍କୁ ଛାଡି ସାଉଥ ସୁପରଷ୍ଟାର ବିଜୟ ସେତୁପତିଙ୍କ ହିରୋଇନ ହେବେ କ୍ୟାଟ୍ରିନା, ବାହାଘର ପରେ କଲେ ଘୋଷଣା

ନବ ବିବାହିତା କ୍ୟାଟ୍ରିନା ବିକ୍କି କୌଶଲଙ୍କୁ ବିବାହ କରିବା ପରେ ଏବେ କର୍ମକ୍ଷେତ୍ରକୁ ଫେରିଛନ୍ତି। କ୍ୟାଟ୍ରିନା ଖୁବଶୀଘ୍ର ସାଉଥ ସୁପରଷ୍ଟାର ବିଜୟ ସେତୁପତିଙ୍କ ସହିତ ସ୍କ୍ରିନ ସେୟାର କରିବାକୁ ଯାଉଛନ୍ତି। ଶ୍ରୀରାମ ରାଘବନଙ୍କ ନିର୍ଦ୍ଦେଶିତ ଆଗାମୀ ଥ୍ରୀଲର ଫିଲ୍ମ ‘ମେରୀ କ୍ରିସମସ’ର…

କରୋନା ମହାମାରୀରେ ମଧ୍ୟ ରେକର୍ଡ କଲା ବିଜୟଙ୍କ ଫିଲ୍ମ ‘ମାଷ୍ଟର’, ପ୍ରଥମ ଦିନରେ ଆୟ କଲା ୩୫ କୋଟି

ପୋଙ୍ଗଲ୍ ଅବସରରେ ସାରା ଭାରତରେ ମୁକ୍ତିଲାଭ କରିଥିବା ବିଜୟ ସେଥୁପଥିଙ୍କ ଅଭିନୀତ ଫିଲ୍ମ ‘ମାଷ୍ଟର’ ପ୍ରଥମ ଦିନରେ ଭାରତରୁ ୩୫ କୋଟି ଟଙ୍କା ରୋଜଗାର କରିଛି। କେବଳ ତାମିଲନାଡ଼ୁରୁ ୨୦ କୋଟି ଟଙ୍କା ରୋଜଗାର୍ କରିଥିବା ‘ମାଷ୍ଟର’ ରାଜ୍ୟରେ ଗୋଟେ ଦିନରେ ଦ୍ବିତୀୟ ସର୍ବାଧିକ ଟଙ୍କା ଆୟକାରୀ…