Browsing Tag

vijay shirke passes away

ସଚିନ୍‌ ତେନ୍ଦୁଲକରଙ୍କ ବନ୍ଧୁ ବିଜୟ ଶିର୍କେଙ୍କର କରୋନାରେ ପରଲୋକ, ୮୦ ଦଶକରେ ଏକାଠି ଖେଳୁଥିଲେ କ୍ରିକେଟ୍‌

ନିଜ ପ୍ରିୟ ବନ୍ଧୁଙ୍କୁ ହରାଇଲେ ଭାରତୀୟ କ୍ରିକେଟ୍‌ ଟିମ୍‌ର ମାଷ୍ଟର ବ୍ଲାଷ୍ଟର ସଚିନ୍‌ ତେନ୍ଦୁଲକର। ସଚିନ୍‌ଙ୍କର ଅନ୍ତରଙ୍ଗ ବନ୍ଧୁ ବିଜୟ ଶିର୍କେ ଦୀର୍ଘ ଦିନ ଧରି କରୋନାରେ ପୀଡ଼ିତ ହେବା ପରେ ଶନିବାର ଆଖି ବୁଜିଛନ୍ତି। ଥାନେ ସ୍ଥିତ ହସ୍ପିଟାଲରେ ଶେଷ ନିଃଶ୍ୱାସ ତ୍ୟାଗ କରିଛନ୍ତି ବିଜୟ।…