Browsing Tag

vilasrao deshmukh

ନିଆରା ଅନ୍ଦାଜରେ ପିତାଙ୍କୁ କୋଳାଗ୍ରତ କରି ଜନ୍ମଦିନର ଶୁଭେଚ୍ଛା ଜଣାଇଲେ ରିତେଶ ଦେଶମୁଖ, ଭିଡିଓ ଦେଖିଲେ ଲୁହ…

ବଲିଉଡ୍‌ ଅଭିନେତା ରିତେଶ ଦେଶମୁଖ ନିଜ ଇନ୍‌ଷ୍ଟାଗ୍ରାମ୍‌ରେ ଏକ ବହୁତ ଇମୋସନାଲ ଭିଡିଓ ସେୟାର କରିଛନ୍ତି। ଭିଡିଓରେ ରିତେଶ ନିଜ ପିତା ତଥା ମହାରାଷ୍ଟ୍ରର ପୂର୍ବ ମୁଖ୍ୟମନ୍ତ୍ରୀ ଶ୍ରୀ ବିଳାସରାଓ ଦେଶମୁଖଙ୍କୁ ୭୫ ତମ ଜନ୍ମଦିନରେ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଛନ୍ତି। ୨୬ ମେ ୧୯୪୫ରେ ବିଳାସରାଓ…