Browsing Tag

vimsar in burla

ବୁର୍ଲା ଭୀମସାରରୁ ଶିଶୁ ଚୋରି ଘଟଣା: ୨ଦିନ ପରେ ଉଦ୍ଧାର କଲା ପୋଲିସ, ମହିଳା ଗିରଫ

ସମ୍ବଲପୁର : ବୁର୍ଲା ଭୀମସାରରୁ ଚୋରି ହୋଇଥିବା ଶିଶୁପୁତ୍ର ଉଦ୍ଧାର । ୨ଦିନ ପରେ ରେଙ୍ଗାଲି ଗଣେଶ ନଗରରୁ ଉଦ୍ଧାର କଲା ପୋଲିସ । ଶିଶୁକୁ ଚୋରି କରିଥିବା ମହିଳା ଗିରଫ । ରାଜ୍ୟ ବାହାରକୁ ଚାଲାଣ ହେଉଥିବା ସମୟରେ ପୋଲିସ ମାଡି ବସିଲା । ଭୀମସାରର ସ୍ତ୍ରୀ ରୋଗ ଓ ପ୍ରସୂତି ବିଭାଗରୁ ଶିଶୁପୁତ୍ର…

ବୁର୍ଲା ଭୀମସାରରୁ ଶିଶୁପୁତ୍ର ଚୋରି ଘଟଣାକୁ ବିତିଗଲାଣି ୧୫ ଘଣ୍ଟା, ହେଲେ ଏପର୍ଯ୍ୟନ୍ତ ପୋଲିସର ହାତ ଖାଲି

ସମ୍ବଲପୁର : ବୁର୍ଲା ଭୀମସାରରୁ ଶିଶୁପୁତ୍ର ଚୋରି ଘଟଣାକୁ ୧୫ ଘଣ୍ଟା ବିତିଗଲାଣି । ହେଲେ ଏପର୍ଯ୍ୟନ୍ତ ପୋଲିସର ହାତ ଖାଲି ।  ଚୋରି ଶିଶୁକୁ ଉଦ୍ଧାର ପାଇଁ ରାତି ତମାମ ପୋଲିସ ବିଭିନ୍ନ ସ୍ଥାନରେ ଚଢ଼ାଉ ଜାରି ରଖିଥିଲା । ବୁର୍ଲା ସହରର ୪ଟି ରାସ୍ତା ବ୍ଲକ କରିଥିଲା । ୪ଟି ସ୍ବତନ୍ତ୍ର ଟିମ୍…

ବୁର୍ଲା ଭୀମସାରରେ ୨ ଡାକ୍ତରୀ ଛାତ୍ର ଗୋଷ୍ଠୀ ମଧ୍ୟରେ ସଂଘର୍ଷ, ୩ ଆହତ

ସମ୍ବଲପୁର: ସମ୍ବଲପୁର ଭୀମସାରରେ ଗୋଷ୍ଠୀ ସଂଘର୍ଷ । ୩ ଜଣ ଇଣ୍ଟର୍ଣ୍ଣ ଛାତ୍ର ଆହତ  । ଗତକାଲି ବୁର୍ଲା ଭୀମସାର ପରିସରରେ UG ଛାତ୍ର ସଂଘର ବାର୍ଷିକ ଉତ୍ସବ ଚାଲିଥଲା । ବିଳମ୍ବିତ ରାତିରେ PG ଛାତ୍ର ଓ ହାଉସ ସର୍ଜନଙ୍କ ମଧ୍ୟରେ କୌଣସି କଥାକୁ ନେଇ ବଚସା ହୋଇଥିଲା ।  କ୍ରମେ ଏହା ଉଗ୍ର ରୂପ…

ଭିମସାରକୁ ୧୧ ଲକ୍ଷ ଟଙ୍କା ଫାଇନ, ବର୍ଜ୍ୟବସ୍ତୁ ପରିଚାଳନାରେ ଅବ୍ୟବସ୍ଥା ନେଇ ଆକ୍ସନ

ସମ୍ବଲପୁର : ବର୍ଜ୍ୟବସ୍ତୁ ପରିଚାଳନାରେ ଅବ୍ୟବସ୍ଥାକୁ ନେଇ ବୁର୍ଲା ଭିମସାରକୁ ୧୧ ଲକ୍ଷ ଟଙ୍କା ଫାଇନ ।  ଫାଇନ କଲା ରାଜ୍ୟ ପ୍ରଦୂଷଣ ବୋର୍ଡ l ୧୫ ଦିନ ମଧ୍ଯରେ ତଣ୍ଡ ପଇଠ ନକଲେ ଜାତୀୟ ଗ୍ରୀନ ଟ୍ରିବ୍ୟୁନାଲ ଅନୁଯାୟୀ ଆବଶ୍ୟକ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ସୂଚନା ମିଳିଛି । ମେଡିକାଲରୁ…

ଭୀମସାରରେ ଦୁଇ ଛାତ୍ର ଗୋଷ୍ଠୀ ଗଣ୍ଡଗୋଳ ଘଟଣା: ଥାନାରେ ମାମଲା ରୁଜୁ

ସମ୍ବଲପୁର (କେନ୍ୟୁଜ): ବୁର୍ଲା ଭୀମସାର ମେଡିକାଲ କଲେଜରେ ଦୁଇ ଛାତ୍ର ଗୋଷ୍ଠୀ ମଧ୍ଯରେ ଗଣ୍ଡଗୋଳ ଘଟଣାରେ ବୁର୍ଲା ଥାନାରେ ରୁଜୁ ହେଲା ମାମଲା । ବିଳମ୍ବିତ ରାତିରେ ରୁଜୁ ହେଲା ମାମଲା। ଭୀମସାର ଡିନ୍‌ଙ୍କ ଅଭିଯୋଗ ଆଧାରରେ ମାମଲା ରୁଜୁ କରିଛି ପୋଲିସ। ଅଜଣା ବ୍ୟକ୍ତିଙ୍କ ନାମରେ ହୋଇଛି ମାମଲା…

ଚିକିତ୍ସା ଅଭାବରୁ ଭୀମସାରରେ କୋଭିଡ୍‌ ରୋଗୀଙ୍କ ମୃତ୍ୟୁ ପ୍ରସଙ୍ଗ: ମୃତକଙ୍କ ପରିବାରବର୍ଗଙ୍କୁ କ୍ଷତିପୂରଣ ଦେବାକୁ…

କଟକ(କେନ୍ୟୁଜ): ଚିକିତ୍ସା ଅଭାବରୁ ଭୀମସାରରେ କୋଭିଡ୍‌ ରୋଗୀଙ୍କ ମୃତ୍ୟୁ ପ୍ରସଙ୍ଗରେ ମୃତକଙ୍କ ପରିବାରବର୍ଗଙ୍କୁ କ୍ଷତିପୂରଣ ଦେବାକୁ ହାଇକୋର୍ଟଙ୍କ ନିର୍ଦ୍ଦେଶ। ୧୩ଟି ପରିବାରକୁ କ୍ଷତିପୂରଣ ଦେବାକୁ ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ୨ଟି ପରିବାରକୁ ୫ ଲକ୍ଷ ଲେଖାଏ ଓ ଅନ୍ୟ ୧୧ଜଣ ମୃତକଙ୍କ…

ବୁର୍ଲା ଭିମସାରରେ ପୁଣି କରୋନା କାୟା, ବାତିଲ୍‌ ହେଲା MBBSର ପ୍ରଥମ ଓ ଦ୍ୱିତୀୟ ବର୍ଷ ଅଫଲାଇନ୍‌ ପରୀକ୍ଷା

ସମ୍ବଲପୁର(କେନ୍ଯୁଜ୍): ବୁର୍ଲା ଭିମସାରରେ ପୁଣି କରୋନା କାୟା। ବାତିଲ୍‌ ହେଲା MBBSର ପ୍ରଥମ ବର୍ଷ ଓ ଦ୍ୱିତୀୟ ବର୍ଷ ଅଫଲାଇନ୍‌ ପରୀକ୍ଷା ବାତିଲ୍‌। ସମସ୍ତ ପରୀକ୍ଷା ଓ ପ୍ରାକ୍‌ଟିକାଲ୍‌ ଅନଲାଇନ୍‌ ମାଧ୍ୟମରେ ହେବ ବୋଲି ସୂଚନା ଦେଇଛନ୍ତି ଭୀମସାର ଅଧ୍ୟକ୍ଷ ପ୍ରଫେସର ଡାକ୍ତର ଜୟଶ୍ରୀ ଦୋରା।…