ଆପଣଙ୍କ ଫେସ୍ ଡ୍ରାଏ ହେଉଛି କି? ଫଲୋ କରନ୍ତୁ ଏହି ଟିପ୍ସ
ସାଧାରଣତଃ ଶୀତ ଦିନରେ ସ୍କିନ୍ ଅଧିକ ଡ୍ରାଏ ହୋଇଯାଏ । ସ୍କିନ୍ ଡ୍ରାଏକୁ ନେଇ ସମସ୍ତେ ଚିନ୍ତରେ ରହୁଛନ୍ତି । ସ୍କିନ୍ ଖରାପ ଦେଖାଗଲେ କଥା ଶରିଲା । କାରଣ ଶରୀରରେ ମୁଖ୍ୟ ଅଂଶ ହେଉଛି ଫେସ୍ । ଯଦି ସମାନ୍ୟ ଫେସରେ ଗୋଟିଏ ପିମ୍ପଲ ବାହାରେ ତେବେ ସେଥିପାଇଁ ବହୁତ କିଛି କରିବା ପାଇଁ ପଡେ…