Browsing Tag

vo wi fi

ଖରାପ ନେଟଓ୍ଵାର୍କ ଯୋଗୁ ଅସୁବିଧା ହେଉଛି କି ? ଫୋନରେ ଅନ କରନ୍ତୁ ଓ୍ଵାଇଫାଇ କଲିଙ୍ଗ ଫିଚର, କଥାରେ ଆସିବନି ବାଧା

ବେଳେ ବେଳେ ଖରାପ ନେଟ୍‌ଓ୍ଵାର୍କ ଯୋଗୁ କଲ କରିବାରେ ବହୁତ ଅସୁବିଧା ସୃଷ୍ଟି ହୋଇଥାଏ । ଏଥିପାଇଁ ବହୁବାର କଲ ଡ୍ରପ ହୋଇଯାଇଥାଏ । ହେଲେ ଏହି ଅସୁବିଧାକୁ ଦୂର କରାଯାଇ ପାରିବ । ଏଥିପାଇଁ ଆପଣଙ୍କୁ ଫୋନରେ ଓ୍ଵାଇ ଫାଇ କଲିଂ ଫିଚର ଅନ କରିବାକୁ ପଡିବ । ଓ୍ଵାଇଫାଇ କଲିଂ ସୁବିଧା ଟେଲିକମ…

ଏବେ ବିନା ନେଟୱାର୍କରେ କଲ କରିପାରିବେ BSNL ବ୍ୟବହାରକାରୀ, କମ୍ପାନୀ ଆଣୁଛି ନୂଆ ଟେକ୍ନୋଲୋଜି

ଭାରତୀୟ ଟେଲିକମ କମ୍ପାନୀ BSNL ଖୁବ ଜଲଦି ଭାରତରେ ଆରମ୍ଭ କରିବାକୁ ଯାଉଛି ଭଏସ ଓଭର ୱାଇଫାଇ ସେବା। ଏଥି ପାଇଁ କମ୍ପାନୀ ତାର ଟେଷ୍ଟିଙ୍ଗକୁ ଶେଷ କରିସାରିଛି। ଏହି ଟେକନିକ ସାହାଯ୍ୟରେ ବ୍ୟବହାରକାରୀ କଲିଙ୍ଗର ସୁବିଧା ଦେଉଥିବା ଆପ୍ ମାଧ୍ୟମରେ ବିନା  ନେଟୱର୍କରେ ବି କଲ କରିପାରିବେ।…