Below header
Browsing Tag

voice message preview feature

WhatsAppକୁ ଆଣିଲା ବଢ଼ିଆ ଫିଚର, ଏବେ ପଠାଇବା ପୂର୍ବରୁ ଶୁଣିପାରିବେ ଭଏସ୍‌ ମେସେଜ୍‌

ହ୍ଵାଟସଆପ୍‌ ଲଞ୍ଚ୍‌ କଲା ଏକ ବହୁତ ବଢ଼ିଆ ଫିଚର। ମଙ୍ଗଳବାର ହ୍ଵାଟସଆପ୍‌ ଲଞ୍ଚ୍‌ କରିଛି ଏହି ଜବରଦସ୍ତ ଫିଚର। ଏହି ନୂଆ ଫିଚରରେ ୟୁଜର୍ସ ନିଜର କଣ୍ଟାକ୍ଟସକୁ ପଠାଉଥିବା ଭଏସ ମେସେଜକୁ ପଠାଇବା ପୂର୍ବରୁ ପ୍ରିଭ୍ୟୁ କରିପାରିବେ। ଅର୍ଥାତ ଭଏସ୍‌ ମେସେଜ୍‌ ସେଣ୍ଡ କରିବା ପୂର୍ବରୁ ଆପଣ ଶୁଣିବା…