Browsing Tag

volley ball tournament

ସୁରଟର ଡୁମାସ୍‌ ବିଚ୍‌ରେ ୩୬ତମ ଜାତୀୟ ବିଚ୍‌ ଭଲିବଲ୍‌ ଆରମ୍ଭ: ତେଲେଙ୍ଗାନାକୁ ହରାଇ ବିଜୟୀ ଅଭିଯାନ ଆରମ୍ଭ କଲା ଓଡିଶା…

କେନ୍ୟୁଜ୍(ବ୍ୟୁରୋ): ୩୬ତମ ଜାତୀୟ ବିଚ୍‌ ଭଲିବଲ୍‌ ପୁରୁଷ ଏବଂ ମହିଳା ଇଭେଣ୍ଟରେ ଆଜି ସୁରଟର ଡୁମାସ୍‌ ବିଚ୍‌ ଠାରେ ଆରମ୍ଭ ହୋଇଛି । ଓଡିଶା ମହିଳା ଦଳ ଶକ୍ତିଶାଳୀ ତେଲେଙ୍ଗାନା ଦଳକୁ ହରାଇ ବିଜୟୀ ଅଭିଯାନ ଆରମ୍ଭ କରିଛନ୍ତି । ଓଡିଶା ତେଲେଙ୍ଗାନାକୁ ୨-୦ସେଟ୍‌ ସ୍କୋରରେ ପରାସ୍ତ କରିଥିଲା ।…

୫ରୁ କିଟ୍‍ ବିଜୁ ପଟ୍ଟନାୟକ ଇନଡୋର ଷ୍ଟାଡିଅମରେ ହେବ ୬୯ତମ ବରିଷ୍ଠ ଜାତୀୟ ଭଲବଲ ଚାମ୍ପିଅନସିପ

ଭୁବନେଶ୍ୱର(କେନ୍ୟୁଜ୍):  ମାର୍ଚ୍ଚ ୫ରୁ କିଟର ବିଜୁ ପଟ୍ଟନାୟକ ଇନଡୋର ଷ୍ଟାଡିଅମଠାରେ ୬୯ତମ ବରିଷ୍ଠ ଜାତୀୟ ଭଲିବଲ୍‍ (ପୁରୁଷ ଓ ମହିଳା) ଚାମ୍ପିଅନସିପ ୨୦୨୦-୨୧ ଅନୁଷ୍ଠିତ ହେବାକୁ ଯାଉଛି। ଭାରତୀୟ ଭଲିବଲ ସଂଘ (ଭିଏଫ୍‍ଆଇ) ତତ୍ତ୍ୱାବଧାନରେ ମାର୍ଚ୍ଚ ୫ରୁ ୧୧ତାରିଖ ପର୍ଯ୍ୟନ୍ତ ଏହି…