ହୋଲି ପର୍ବରେ କେମିତି ମୋବାଇଲକୁ ରଖିବେ ସୁରକ୍ଷିତ, ଆପଣାନ୍ତୁ ଏହି ଖାସ୍ ଟିପ୍ସ
ହୋଲି ପର୍ବ ପାଇଁ ମସଗୁଲ ଅଛନ୍ତି ପିଲା ଠୁ ବୁଢ଼ା । ସାତ ରଙ୍ଗରେ ରଙ୍ଗୀନ ହୋଇ ସମସ୍ତେ ଉପଭୋଗ କରୁଛନ୍ତି ହୋଲି । ଆଜିର ଡିଜିଟାଲ ଯୁଗରେ ଏହି ଅଭୁଲା ମୁହୂର୍ତ୍ତକୁ ସାଇତି ରଖିବା ପାଇଁ ସମସ୍ତଙ୍କ ପାଖରେ ଅଛି ଫୋନ । ଲୋକମାନେ ରଙ୍ଗ ଖେଳିବା ପରେ ମୋବାଇଲରେ ଫଟୋ ଉଠାନ୍ତି । କିନ୍ତୁ ବେଳେବେଳେ…