Browsing Tag

water yoga

ଜଳଯୋଗ ମାଧ୍ୟମରେ ନବ ନିର୍ବାଚିତ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କୁ ଶୁଭେଚ୍ଛା

ଟାଙ୍ଗି (କେ ନ୍ୟୁଜ): ଆମ ଓଡ଼ିଶାର ଗର୍ବ ଓ ଗୌରବ ତଥା ନବ ନିର୍ବାଚିତ ଦେଶର ୧୫ତମ ରାଷ୍ଟ୍ରପତି ଭାବେ ଆଦିବାସୀ ଝିଅ ଦ୍ରୌପଦୀ ମୁର୍ମୁଙ୍କୁ ସାରା ଦେଶରୁ ଶୁଭେଚ୍ଛାର ସୁଅ ଛୁଟିବାରେ ଲାଗିଛି । କିଏ ମିଠା ବାଣ୍ଟି ତ ଆଉ କିଏ ଜାତୀୟ ପତାକା ଧରି ବାଜା ବାଣ ଫୁଟାଇ ବିଜୟ ଉତ୍ସବ ପାଳନ କରୁଛନ୍ତି…

ଗଭିର ଜଳରାଶିରୁ ବଞ୍ଚାଇବ ଯୋଗ, ଜଳଯୋଗ ମାଧ୍ୟମରେ ସଚେତନତା ବାର୍ତ୍ତା ବାଣ୍ଟିଲେ ଏହି ଯୁବ ସାମ୍ବାଦିକ

ଟାଙ୍ଗୀ(କେନ୍ୟୁଜ): ଖୋର୍ଦ୍ଧା ଜିଲ୍ଲା ବଡ଼କୁଳ ସ୍ଥିତ ଚିଲିକା ହ୍ରଦ। ହ୍ରଦର ନୀଳ ଜଳରାଶିରେ ଆଜି ସକାଳୁ ଜଣେ ଭାସୁଥିବାର ଦେଖି ସେଠାରେ ଉପସ୍ଥିତ ଥିବା ପର୍ଯ୍ଯଟକ ଓ ସ୍ଥାନୀୟ ବାସିନ୍ଦାଙ୍କ ମନରେ ଛନକା ପଶିଯାଇଥିଲା । ବହୁ ସମୟ ପରେ ଭାସମାନ ବ୍ଯକ୍ତି ଜଣଙ୍କ ହଠାତ୍ ଚିଲିକାରେ ପହଁରିବାକୁ…

କରୋନା କୋପରୁ ରକ୍ଷା ପାଇବା ପାଇଁ ଜଳଯୋଗ, ଖୋର୍ଦ୍ଧା ଜଙ୍କିଆ ଥାନା ସରପାରୀ ଗାଁର ସୁଦାମ ସାହୁଙ୍କ ଜଳଯୋଗ ଭିଡିଓ…

କରୋନା କୋପରୁ ରକ୍ଷା ପାଇବା ପାଇଁ ଜଳଯୋଗ। ପାଣି ଭିତରେ ଯୋଗାସନରେ ରହି ପେଟ ଉପରେ ରଥାରୁଢ ଜଗନ୍ନାଥଙ୍କୁ ରଖି ଓ ଦୀପ ରଖି ଭାଗବତ ପାଠ ପ୍ରାର୍ଥନା କରୁଛନ୍ତି। ଏହି ମହାମାରୀରୁ ସେହି କାଳିଆ ଠାକୁର ହିଁ ରକ୍ଷା କରିବେ। ତେଣୁ ତାଙ୍କୁ ଆରାଧନା କରି ଜଗତ କଲ୍ୟାଣ ପାଇଁ ପ୍ରାର୍ଥନା କରୁଛନ୍ତି।…