Browsing Tag

weather report in odisha

କୁହୁଡି ଆଉ ବର୍ଷା : ଆସନ୍ତା ୨ ଦିନ ପର୍ଯ୍ୟନ୍ତ ରାଜ୍ୟର ଅନେକ ଜିଲ୍ଲାରେ ଦେଖାଯିବ ଘନ କୁହୁଡ଼ି, ୨୯ ତାରିଖ ଆଡ଼କୁ…

ଭୁବନେଶ୍ବର : ରାଜ୍ୟରେ ଶୀତ କମିବା ଆରମ୍ଭ କରିଛି। ଗତ ୨୪ ଘଣ୍ଟାରେ ରାଜ୍ୟର ତାପମାତ୍ରା ୨ରୁ ୩ ଦିନ ପର୍ଯ୍ୟନ୍ତ ବଢ଼ିଛି। ଫଳରେ ଅଧିକାଂଶ ଜିଲ୍ଲାର ସର୍ବନିମ୍ନ ରାତି ତାପମାତ୍ରା ସ୍ବାଭାବିକଠାରୁ ୨ରୁ ୩ ଡିଗ୍ରି ପର୍ଯ୍ୟନ୍ତ ଅଧିକ ରହିଛି। ଗତକାଲି ରାଜ୍ୟର ସର୍ବନିମ୍ନ ତାପମାତ୍ରା…

ରାଜ୍ୟରେ ବଢୁଛି ଶୀତର ପ୍ରକୋପ: ଫୁଲବାଣୀରେ ସର୍ବନିମ୍ନ ତାପମାତ୍ରା ୭ ଡିଗ୍ରୀ ରେକର୍ଡ, ଆଜି ଓ ଆସନ୍ତାକାଲି ପାଇଁ କିଛି…

ଭୁବନେଶ୍ବର: ରାଜ୍ୟରେ ବଢୁଛି ଶୀତର ପ୍ରକୋପ । ପାରଦ ୨ ରୁ ୩ ଡିଗ୍ରୀ ସେଲସିୟସ ତାପମାତ୍ରା ହ୍ରାସ ପାଇବ । ଫୁଲବାଣୀରେ ସର୍ବନିମ୍ନ ତାପମାତ୍ରା ୭ ଡିଗ୍ରୀ ରେକର୍ଡ କରାଯାଇଛି। ଉତ୍ତର ଉପକୂଳ ଓ ଉତ୍ତର ଆଭ୍ୟନ୍ତରୀଣ ଅଞ୍ଚଳରେ କୁହୁଡି ଦେଖାଯିବ। ଆଜି ଓ ଆସନ୍ତାକାଲି ପାଇଁ କିଛି ଜିଲ୍ଲାକୁ…

ସାରା ରାଜ୍ୟରେ ଶୀତର ଲହରୀ ଜାରି: ସର୍ବନିମ୍ନ ୪ ଡିଗ୍ରୀ ସେଲସିୟମ ସହ ସବୁଠୁ ଥଣ୍ଡା ସହର ପାଲଟିଛି ଫୁଲବାଣୀ

ଭୁବନେଶ୍ବର: ହାଡ଼ଭଙ୍ଗା ଜାଡ଼ରେ ଥରୁଛି ଓଡ଼ିଶା । ପୂରା ରାଜ୍ୟରେ ଶୀତର ଲହରୀ । ଅନେକ ସ୍ଥାନରେ ୧୦ ଡିଗ୍ରୀ ତଳେ ତାପମାତ୍ରା । ସର୍ବନିମ୍ନ ୪ ଡିଗ୍ରୀ ସେଲସିୟମ ସହ ରାଜ୍ୟର ସବୁଠୁ ଥଣ୍ଡା ସହର ପାଲଟିଛି ଫୁଲବାଣୀ । ଓଡ଼ିଶାର କାଶ୍ମୀର ଦାରିଙ୍ଗବାଡ଼ିରେ ତୁଷାରପାତ ହେଉଛି। ଏପଟେ ରାଜ୍ୟର ୫…

ଅସହ୍ୟ ଥଣ୍ଡାରେ ଥରୁଛି ଓଡ଼ିଶା, ୨୪ ଘଣ୍ଟାରେ ୧୧ଟି ସହରର ତାପମାତ୍ରା ୧୦ ଡିଗ୍ରୀ ତଳେ

ଅନୁଗୁଳ: ଅସହ୍ୟ ଥଣ୍ଡାରେ ଥରୁଛି ଓଡ଼ିଶା। ଉପକୂଳରୁ ଉପାନ୍ତ ସବୁଠି ଶୀତ ଲହରୀ। ସ୍ୱଭାବିକ ତାପମାତ୍ରା ଠାରୁ ଯଥେଷ୍ଟ ତଳକୁ ଖସିଛି ପାରଦ। ଗତ ୨୪ ଘଣ୍ଟାରେ ୧୧ଟି ସହରର ତାପମାତ୍ରା ୧୦ ଡିଗ୍ରୀ ତଳେ ରହିଛି। ରାତିର ସର୍ବନିମ୍ନ ତାପମାତ୍ରା କନ୍ଧମାଳ ଜିଲ୍ଲାର ଫୁଲବାଣୀ ଠାରେ ୪ ଡିଗ୍ରି…

ଜାଡ଼ରେ ଥରୁଛି ସାରା ଓଡ଼ିଶା: ଆଗାମୀ ୨୪ ଘଣ୍ଟାରେ ତାପମାତ୍ରା ଆହୁରି ୧-୨ ଡିଗ୍ରୀ ସେଲସିୟସ ଯାଏ ହ୍ରାସ ପାଇବ

ଭୁବନେଶ୍ବର: ରାଜ୍ୟରେ ଖସୁଛି ପାରଦ । ବଢୁଛି ଶୀତ । ଜାଡ଼ରେ ଥରୁଛି ଓଡ଼ିଶା । ୧୦ଡିଗ୍ରୀ ତଳେ ୧୩ସହର। ଦକ୍ଷିଣରୁ ପଶ୍ଚିମ ପୁଣି ଆଭ୍ୟନ୍ତରୀଣ ଓଡ଼ିଶାରେ ଶୀତ ଲହରି । ପାଣିପାଗ ବିଭାଗ କହିଛି, ଆଗାମୀ ୨୪ ଘଣ୍ଟାରେ ତାପମାତ୍ରା ୩-୫ ଡିଗ୍ରୀ ସେଲସିୟସ ଯାଏ ହ୍ରାସ ପାଇବ । ବିଶେଷ କରି…

ଆଜିଠାରୁ ଅନୁଭୂତ ହେବ ଅଧିକ ଶୀତ, କିଛି ସ୍ଥାନରେ ଘନ କୁହୁଡ଼ି ଯୋଗୁ ଜନଜୀବନ ଅସ୍ତବ୍ୟସ୍ତ

ଭୁବନେଶ୍ବର: ରାଜ୍ୟରେ ହାଡ଼ଭଙ୍ଗା ଶୀତ । ଦକ୍ଷିଣରୁ ଆଭ୍ୟନ୍ତରୀଣ, ପୁଣି ଉତ୍ତର ଓଡ଼ିଶା ଜାଡ଼ରେ ଥରୁଛି । ଅଧା ଓଡ଼ିଶାରେ ଶୀତ ଲହରି । ଜନଜୀବନ ଅସ୍ତବ୍ୟସ୍ତ । ଆଜିଠାରୁ ଅଧିକ ଶୀତ ଅନୁଭୂତ ହୋଇଛି । ରାଜ୍ୟକୁ ଉତ୍ତର ଓ ଉତ୍ତର ପଶ୍ଚିମ ଦିଗରୁ ଶୁଷ୍କ ଓ ଥଣ୍ଡା ପବନ ପ୍ରବାହିତ ହେବ । ଆଗାମୀ…

୧୮ରୁ ରାଜ୍ଯରେ ଆହୁରି ବଢିବ ଶୀତ ! ଆସନ୍ତାକାଲି କିଛି ଜିଲ୍ଲାରେ ସ୍ବଳ୍ପ ବର୍ଷା ହେବାର ସମ୍ଭାବନା

ଭୁବନେଶ୍ବର: ରାଜ୍ୟର ଏବେ କମିଛି ଶୀତ। ପ୍ରାୟ ସମସ୍ତ ଜିଲ୍ଲାର ସର୍ବନିମ୍ନ ତାପମାତ୍ରା ୨ରୁ ୩ ଡିଗ୍ରି ବଢିଛି। ଅନ୍ୟପଟେ ରାଜ୍ୟର ବିଭିନ୍ନ ସ୍ଥାନରେ ଏବେ ମଧ୍ୟମ ଧରଣର କୁହୁଡ଼ି ଦେଖିବାକୁ ମିଳୁଛି। ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ରର ସୂଚନା ଅନୁସାରେ ଆସନ୍ତା ୨ରୁ୩ ଦିନ ପର୍ଯ୍ୟନ୍ତ…

ସାରା ରାଜ୍ୟରେ ଶୀତର ଲହରୀ:୧୦ ଡିଗ୍ରୀ ତଳେ ରହିଛି ୪ ସହରର ତାପମାତ୍ରା, ସବୁଠୁ ଥଣ୍ଡା ସହର ସୋନପୁର

ଭୁବନେଶ୍ବର: ସାରା ରାଜ୍ୟରେ ଶୀତର ଲହରୀ । ଦିନକୁ ଦିନ ଖସୁଛି ପାରଦ ବଢୁଛି ଶୀତ। ରାଜ୍ୟରେ ଏବେ ପ୍ରବଳ ଶୀତ ଅନୁଭୂତ ହେଲାଣି। ସୂଚନା ଅନୁଯାୟୀ ବର୍ତ୍ତମାନ ୧୦ ଡିଗ୍ରୀ ତଳେ ରହିଛି ୪ ସହରର ତାପମାତ୍ରା। ୮.୮ ଡିଗ୍ରୀ ସହ ସୋନପୁର ସବୁଠୁ ଥଣ୍ଡା ସହରରେ ପରିଣତ ହୋଇଛି। ସେହିପରି…

ବାତ୍ଯା ‘ନିଭାର’ ପ୍ରଭାବରେ ରାଜ୍ୟରେ ବଢିବାରେ ଲାଗିଛି ଶୀତର ପ୍ରକୋପ, ଆଜି ମଧ୍ୟ କିଛି ସ୍ଥାନରେ ବର୍ଷା…

ଭୁବନେଶ୍ବର: ରାଜ୍ୟରେ ଖସୁଛି ପାରଦ, ବଢୁଛି ଥଣ୍ଡା । ଧିରେ ଧିରେ ବଢିବାରେ ଲାଗିଛି ଶୀତର ପ୍ରକୋପ । ନିଭାର ପ୍ରଭାବରେ ଥଣ୍ଡା ଆହୁରି ବଢିଯାଇଛି । ଶୀତ ସାଙ୍ଗକୁ ମେଘୁଆ ପାଗ । ଦକ୍ଷିଣ ଓଡ଼ିଶାର କିଛି ସ୍ଥାନରେ ବର୍ଷା ହୋଇଛି । ଆଜି ମଧ୍ୟ କିଛି ସ୍ଥାନରେ ବର୍ଷା ସମ୍ଭାବନା ରହିଛି। ଆସନ୍ତା…

ରାଜ୍ୟରେ କୋହଲା ପାଗ ସାଙ୍ଗକୁ ପ୍ରବଳ ଶୀତ ଅନୁଭୂତ, ପୁଣି ୨୯ ବେଳକୁ ଆସୁଛି ଆଉ ଏକ ଲଘୁଚାପ!

ଭୁବନେଶ୍ବର: ଓଡ଼ିଶାରେ ଶୀତ ଲହରି ଜାରି । ସାମୁଦ୍ରିକ ଝଡ଼ ‘ନିଭାର’ ପ୍ରଭାବରେ ରାଜ୍ୟର ବିଭିନ୍ନ ସ୍ଥାନରେ କୋହଲା ପାଗ ସାଙ୍ଗକୁ ପ୍ରବଳ ଶୀତ ଅନୁଭୂତ ହେଉଛି। ତେବେ ୧୩ଟି ସହରର ସର୍ବନିମ୍ନ ତାପମାତ୍ରା ୧୫ ଡିଗ୍ରି ତଳେ ରହିଛି। ଦାରିଙ୍ଗିବାଡ଼ିରେ ରାଜ୍ୟର ସର୍ବନିମ୍ନ ତାପମାତ୍ରା ୮.୫…

୨୪ ଘଣ୍ଟାରେ ସାଇକ୍ଲୋନିକ୍‌ ଷ୍ଟର୍ମର ରୂପ ନେବ ସାମୁଦ୍ରିକ ଝଡ ‘ନିବାର’, ଏପଟେ ଆରବସାଗରରେ ଦୁର୍ବଳ…

କେନ୍ଯୁଜ୍: ଡବଲ ସାଇକ୍ଲୋନ୍‌ । ଗୋଟିଏ ଆରବ ସାଗରରେ ଆଉ ଗୋଟିଏ ବଙ୍ଗୋପସାଗରରେ । ବଙ୍ଗୋପସାଗରରେ ଝଡ 'ନିବାର' ୨୪ ଘଣ୍ଟାରେ ସାଇକ୍ଲୋନିକ୍‌ ଷ୍ଟର୍ମର ରୂପ ନେଇପାରେ । ଏହା ଏବେ ଦକ୍ଷିଣ- ଦକ୍ଷିଣ ପୂର୍ବ ପୁଡୁଚେରୀଠାରୁ ୭୦୦ କିଲୋମିଟର ଓ ଦକ୍ଷିଣ- ଦକ୍ଷିଣ ପୂର୍ବ ଚେନ୍ନାଇଠାରୁ ୭୪୦ କିଲୋମିଟର…

ରାଜ୍ୟରେ ଖସୁଛି ପାରଦ ବଢୁଛି ଥଣ୍ଡା: କୁହୁଡିର ଚାଦର ତଳେ ଓଡ଼ିଶାର କାଶ୍ମୀର ଦାରିଙ୍ଗବାଡି, ମର୍ଣ୍ଣିଂ ୱାକ୍ ପାଇଁ…

ଭୁବନେଶ୍ବର: ଖସୁଛି ପାରଦ, ବଢୁଛି ଥଣ୍ଡା । କିଛି ଦିନ ହେଲା ସୋନପୁରରେ ଶୀତ ଅନୁଭୂତ ହେଉଛି । ପାରଦ ଯେତିକି ଖସୁଛି ଶୀତର ମାତ୍ରା ବେଶ ଅନୁଭୂତ ହେଉଛି । ଶୀତର ମଜା ଉଠାଇବାକୁ ସକାଳୁ ସକାଳୁ ରାସ୍ତାରେ ଜମୁଛି ଲୋକଙ୍କ ଭିଡ଼। ମର୍ଣ୍ଣିଂ ୱାକ ସାଙ୍ଗକୁ ବାମ୍ଫ ଉଠା ଚା'ର ମଜା ନେଉଥିବା…