Below header
Browsing Tag

wedding dress

ପ୍ରଦର୍ଶନୀରେ ଲାଗିବ ରାଜକୁମାରୀ ଡାଏନାଙ୍କ ବିବାହ ଗାଉନ, ୨୫ ବର୍ଷ ପରେ ଦେଖିବେ ଜନତା

ରାଜକୁମାରୀ ଡାଏନା ନିଜ ସମୟର ସବୁଠାରୁ ସୁନ୍ଦରୀ ରାଣୀଙ୍କ ମଧ୍ୟରୁ ଜଣେ ଥିଲେ। ଡାଏନାଙ୍କୁ ଅନେକ କାରଣ ପାଇଁ ମନେ ପକାଯାଇଥାଏ। ଏବେ ରୟାଲ ଫ୍ୟାନମାନେ ରାଣୀଙ୍କ ବିଷୟରେ ଅଧିକ କିଛି ତଥ୍ୟ ଜାଣିବାକୁ ଯାଉଛନ୍ତି। ବାସ୍ତବରେ, ଏକ ଖାସ ଆଲମିରାରେ ଦିବଂଗତ ରାଜକୁମାରୀଙ୍କ ବିବାହ ବେଳର ପୋଷାକ…

ଲିଲିଙ୍କ ଏମିତିଆ ବାହାଘର ଡ୍ରେସ୍ ଯାହା ଭାଇରାଲ ହେଲା ପରେ ଦେଖିଲେଣି ୫୦ ଲକ୍ଷ ଲୋକ

ଗୋଟିଏ ଝିଅ ପାଇଁ ତାର ବାହାଘର ଦିନ ବହୁତ ଖାସ୍ । ସେ ଚାହିଁଥାଏ ବାହାଘରର ପ୍ରତ୍ୟକ ଜିନିଷ ତାର ନିଜ ପସନ୍ଦର ହେଉ । ବିଶେଷ କରି ଝିଅମାନେ ଏଥିପାଇଁ ଟିକେ ଅଧିକ ଚୁଜି ହୋଇଥାନ୍ତି । ବାହାଘର ପୋଷାକ ଠାରୁ ଆରମ୍ଭ କରି ମେକଅପ୍ ପର୍ଯ୍ଯନ୍ତ ସବୁ କିଛି ଯେମିତି ପରଫେକ୍ଟ ଏବଂ ଆକାର୍ଷଣୀୟ ହେବାକୁ…