ଓଜନ କମ କରିବାକୁ ଚାହୁଁଥିଲେ, ଆଜି ହିଁ ଡାଏଟରେ ସାମିଲ କରନ୍ତୁ ଅନାସି ଫୁଲ
ଅଧିକାଂଶ ମସଲା ଭାରତୀୟ ଖାଦ୍ୟରେ ବ୍ୟବହୃତ ହୁଏ । ଅଧିକାଂଶ ଲୋକ ମସଲାଯୁକ୍ତ ଖାଦ୍ୟ ପସନ୍ଦ କରନ୍ତି, କାରଣ ମସଲାର ସ୍ୱାଦ ଖାଦ୍ୟର ସ୍ୱାଦକୁ ବଢାଇଥାଏ । ଯଦି କୌଣସି ପ୍ରକାରର ଖାଦ୍ୟରେ ଗୋଟା ମସଲା ମିଶାଯାଏ, ତାହେଲେ ସେହି ଖାଦ୍ୟର ସୁଗନ୍ଧ ଘର ବାହାରୁ ଯାଇଥାଏ । ଅଧିକାଂଶ ଘରେ ଯେତେବେଳେ ବି…