Below header
Browsing Tag

Weight Loss Diet

ରାତି ଖାଇବା ବନ୍ଦ କରୁଛନ୍ତି କି ? ଜାଣନ୍ତୁ ହୋଇପାରେ କି ପ୍ରକାରର ସମସ୍ୟା

ଓଜନ କମ୍‌ କରିବା ପାଇଁ ଲୋକଙ୍କ ମଧ୍ୟରେ ଡାଏଟିଂର ବହୁତ କ୍ରେଜ୍ ରହିଛି, କିନ୍ତୁ ସୂଚନା ଅଭାବରୁ ଅନେକ ଥର ଲୋକମାନେ ଡାଏଟିଂ ନାମରେ ଖାଦ୍ୟ ଠାରୁ ନିଜକୁ ଦୂରେଇ ରଖନ୍ତି । ବିଶେଷକରି ଲୋକମାନେ ଓଜନ କମ୍‌ କରିବା ସମୟରେ ରାତିରେ ଖାଇବା ଛାଡିବା ଆରମ୍ଭ କରନ୍ତି । ଯଦିଓ ଏହି ଅଭ୍ୟାସ ଯୋଗୁ ଓଜନ…

ମୋଟାପା ସମସ୍ୟାରୁୁ ମୁକ୍ତି ଚାହୁଁଥିଲେ ଖାଆନ୍ତୁ ପ୍ରତିଦିନ ଏହିସବୁ ଅଟାରୁ ପ୍ରସ୍ତୁତ ରୋଟି

ବ୍ୟସ୍ତବହୁଳ ଜୀବନରେ ଖାଦ୍ୟପ୍ରତି ଧ୍ୟାନ ଦେବାକୁ କାହାରି ପାଖେ ସମୟ ନାହିଁ । ଡାଏଟରେ ଖାଦ୍ୟକୁ ନେଇ ଅଣଦେଖା କରାଯାଉଥିବାରୁ କିଛି ଜଣ ଏଥିପାଇଁ ମୋଟାପାର ଶିକାର ହୋଇଥାନ୍ତି । ଏହାଦ୍ୱାରା ବ୍ୟକ୍ତି ପାଖରେ ମୋଟାପା ଜନିତ ସମସ୍ୟା ଦେଖାଯାଏ । ତେବେ ଏହାର ସମାଧାନ ପାଇଁ ଆମେ ଆପଣଙ୍କ ପାଇଁ…

ଓଜନ କମ୍‌ କରିବା ପାଇଁ ଜଳଖିଆରେ ଖାଆନ୍ତୁ ଏସବୁ ଜିନିଷ, ଆଶ୍ଚର୍ଯ୍ୟଜନକ ଭାବେ ହେବେ ପତଳା

ଓଜନ କମ୍‌ କରିବା ପାଇଁ ଏକ୍ସରସାଇଜ୍‌ ଯେତିକି ଦରକାର ଡାଏଟ୍‌ ବି ଠିକ୍‌ ସେତିକି ଆବଶ୍ୟକ। ଖାଇବା ପିଇବା କମାଇ ଓଜନ କରିହେବ ବୋଲି ଯଦି ଆପଣ ଭାବୁଛନ୍ତି ତେବେ ଆପଣ ଭୁଲ ଭାବୁଛନ୍ତି। ସୁସ୍ଥ ଭାବେ ଓଜନ କମାଇବାକୁ ଡାଏଟ୍‌ରେ ପରିବର୍ତ୍ତନ କରିବା ମଧ୍ୟ ଆବଶ୍ୟକତା ରହିଛି। ଏଥିପାଇଁ ଆପଣଙ୍କୁ…

କେବଳ ସ୍ୱାଦିଷ୍ଟ ନୁହେଁ ଆପଣଙ୍କ ମୋଟାପଣକୁ ମଧ୍ୟ କମ କରିବ ଏହି ସୁପ, ଆଜି ହିଁ ଘରେ କରନ୍ତୁ ଟ୍ରାଏ

ସାଧାରଣତଃ ଲାଉ ସ୍ୱାସ୍ଥ୍ୟ ପାଇଁ ବହୁତ ହିତକର ହୋଇଥାଏ । ଏହା କେବଳ ହିତକର ନୁହେଁ ବରଂ ମୋଟାଲୋକଙ୍କ ପାଇଁ ମଧ୍ୟ ବରଦାନ ସଦୃଶ । ଆପଣ ଏଣୁ ତେଣୁ ଖାଇବା । ଟେଷ୍ଟ ଲେସ ଖାଇବା ଡାଏଟରେ ଖାଇ ଖାଇ ବିରକ୍ତ ହୋଇଜିବେଣି ନିଶ୍ଚୟ । ସେଥିପାଇଁ ଆଜି ଆମେ ଆପଣଙ୍କ ପାଇଁ ନେଇଆସିଛୁ ଟେଷ୍ଟି ଲାଉ ସୁପ ।…