Browsing Tag

whale fish

ମୃତ୍ୟୁର ଏକଦମ୍‌ ନିକଟତର ଥିଲେ ମହିଳା, ହେ୍ଵଲ୍‌ ମାରିଲା ଧକ୍କା ଆଉ ତା’ ପରେ…; ଦେଖନ୍ତୁ Video

ଗଭୀର ନୀଳ ସମୁଦ୍ରରେ ପ୍ୟାଡଲବୋର୍ଡିଙ୍ଗ୍‌ କରୁଥିବା ବେଳେ ଜଣେ ମହିଳାଙ୍କ ପାଖକୁ ଚାଲି ଆସିଥିଲା ଏକ ବିଶାଳକାୟ ହେ୍ଵଲ୍‌। ଘଟଣାଟି କଏଦ ହୋଇଛି ଡ୍ରୋନ୍‌ କ୍ୟାମେରାରେ, ଯାହାର ଦୃଶ୍ୟ ବହୁତ ଭୟଙ୍କର ରହିଛି। ବିଶାଳ ହେ୍ଵଲ ପ୍ୟାଡଲବୋର୍ଡିଙ୍ଗ୍‌ରେ ଥିବା ଆର୍ଜେଣ୍ଟିନାର ଗୋଲ୍‌ଫୋ ନୁଏଭୋଙ୍କୁ…

ଗୋପାଳପୁର ସମୁଦ୍ରରୁ ଉଦ୍ଧାର ହେଲା ବିରାଟକାୟ ତିମି

ବ୍ରହ୍ମପୁର : ଜାଲରେ ପଡ଼ିଲା ବିରାଟ ତିମି । ଗୋପାଳପୁର ସମୁଦ୍ରରୁ ଉଦ୍ଧାର ହେଲା ବିରାଟକାୟ ତିମି। ମତ୍ସ୍ୟଜୀବୀଙ୍କ ଜାଲରେ ଏହି ବିରାଟକାୟ ମାଛ ଲାଗିଥିଲା। ତିମି ମାଛଟିକୁ ସୁରକ୍ଷିତ ଭାବେ ଉଦ୍ଧାର କରିଛନ୍ତି ସ୍ଥାନୀୟ ମତ୍ସ୍ୟଜୀବୀ । କେଉଁ ପ୍ରଜାତିର ତିମି ତାହା ଅସ୍ପଷ୍ଟ ରହିଛି। ପୁଣି…