Below header

ଗୋପାଳପୁର ସମୁଦ୍ରରୁ ଉଦ୍ଧାର ହେଲା ବିରାଟକାୟ ତିମି

ବ୍ରହ୍ମପୁର : ଜାଲରେ ପଡ଼ିଲା ବିରାଟ ତିମି । ଗୋପାଳପୁର ସମୁଦ୍ରରୁ ଉଦ୍ଧାର ହେଲା ବିରାଟକାୟ ତିମି। ମତ୍ସ୍ୟଜୀବୀଙ୍କ ଜାଲରେ ଏହି ବିରାଟକାୟ ମାଛ ଲାଗିଥିଲା। ତିମି ମାଛଟିକୁ ସୁରକ୍ଷିତ ଭାବେ ଉଦ୍ଧାର କରିଛନ୍ତି ସ୍ଥାନୀୟ ମତ୍ସ୍ୟଜୀବୀ । କେଉଁ ପ୍ରଜାତିର ତିମି ତାହା ଅସ୍ପଷ୍ଟ ରହିଛି। ପୁଣି ସମୁଦ୍ର ଭିତରକୁ ବିରାଟକାୟ ତିମିକୁ ଛାଡି ଦେଲେ ମତ୍ସ୍ୟଜୀବୀ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.